ଦକ୍ଷିଣ ଚୀନରେ ପ୍ରବଳ ବର୍ଷା: ୧୮ମୃତ,୪ ନିଖୋଜ

ବେଜିଂ:  ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଚୀନର ବିଭିନ୍ନ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୧୮ ଜଣଙ୍କ ମୃତ୍ୟୁ ଘଟିଛି। ପାଣିରେ ବୁଡ଼ି, ଘର ଭାଙ୍ଗି ଓ ଭୂସ୍ଖଳନ ଘଯି ଏମାନଙ୍କ ମୃତ୍ୟୁ ହୋଇଛି ବୋଲି ଚୀନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୪ ଜଣ ନିଖୋଜ ଅଛନ୍ତି।  ବୁଧବାର ଓ ଗୁରୁବାର ଦକ୍ଷିଣ ଚୀନରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ୧୦ ହଜାରରୁ ଊର୍ଦ୍ଧ୍ୱ  ଘର ଭାଙ୍ଗି […]

chin

Rakesh Mallick
  • Published: Saturday, 20 June 2015
  • , Updated: 04 May 2017, 03:45 PM IST

ବେଜିଂ:  ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଚୀନର ବିଭିନ୍ନ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୧୮ ଜଣଙ୍କ ମୃତ୍ୟୁ ଘଟିଛି। ପାଣିରେ ବୁଡ଼ି, ଘର ଭାଙ୍ଗି ଓ ଭୂସ୍ଖଳନ ଘଯି ଏମାନଙ୍କ ମୃତ୍ୟୁ ହୋଇଛି ବୋଲି ଚୀନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୪ ଜଣ ନିଖୋଜ ଅଛନ୍ତି।  ବୁଧବାର ଓ ଗୁରୁବାର ଦକ୍ଷିଣ ଚୀନରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ୧୦ ହଜାରରୁ ଊର୍ଦ୍ଧ୍ୱ  ଘର ଭାଙ୍ଗି ଯାଇଛି ।

ହୁବାଇ  ପ୍ରଦେଶରେ ସବୁଠୁ ଅଧିକ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ କେବଳ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୬,୬୪,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି।

ସେହିପରି ପଡ଼ୋଶୀ ହୁନାନ ପ୍ରଦେଶରେ ମଧ୍ୟ ପ୍ରବଳବର୍ଷା  ହୋଇଛି।ଏଠାରେ ୫,୨୭,୦୦ ଲୋକ ପ୍ରଭାବିତ  ହୋଇଛନ୍ତି।

Related story