ଏହି ବିଦେଶୀ ଟେନିସ୍ ଖେଳାଳିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରବିବାର ନିଜର ମାସିକ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ରୁଷର ଟେନିସ୍ ତାରକା ଡାନିଲ୍ ମେଡଭେଡେଭଙ୍କ ସରଳତାକୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, ଯଦି ଆପଣମାନେ ଡାନିଲ୍ ମେଡଭେଡେଭଙ୍କ ଭାଷଣ ଶୁଣିନାହାନ୍ତି, ତାହେଲେ ମୁଁ ଆପଣ ସମସ୍ତଙ୍କୁ ବିଶେଷକରି ଯୁବକଙ୍କୁ ଅନୁରୋଧ କରୁଛି ଯେ, ତାଙ୍କର ଭାଷଣ ନିଶ୍ଚୟ ଶୁଣନ୍ତୁ। ଆମେ ସବୁ ବର୍ଗ ଏବଂ ସବୁ ବୟସର ଲୋକଙ୍କଠାରୁ କିଛି ନା କିଛି ଶିଖୁ। ମୋଦି କହିଥିଲେ, “ଏଥର ୟୁଏସ୍ ଓପନରେ ବିଜେତା […]

PM-Modi

PM-Modi

Ranjit Kumar Jena
  • Published: Sunday, 29 September 2019
  • Updated: 29 September 2019, 06:11 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରବିବାର ନିଜର ମାସିକ କାର୍ଯ୍ୟକ୍ରମ 'ମନ୍ କି ବାତ୍'ରେ ରୁଷର ଟେନିସ୍ ତାରକା ଡାନିଲ୍ ମେଡଭେଡେଭଙ୍କ ସରଳତାକୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, ଯଦି ଆପଣମାନେ ଡାନିଲ୍ ମେଡଭେଡେଭଙ୍କ ଭାଷଣ ଶୁଣିନାହାନ୍ତି, ତାହେଲେ ମୁଁ ଆପଣ ସମସ୍ତଙ୍କୁ ବିଶେଷକରି ଯୁବକଙ୍କୁ ଅନୁରୋଧ କରୁଛି ଯେ, ତାଙ୍କର ଭାଷଣ ନିଶ୍ଚୟ ଶୁଣନ୍ତୁ। ଆମେ ସବୁ ବର୍ଗ ଏବଂ ସବୁ ବୟସର ଲୋକଙ୍କଠାରୁ କିଛି ନା କିଛି ଶିଖୁ।

ମୋଦି କହିଥିଲେ, "ଏଥର ୟୁଏସ୍ ଓପନରେ ବିଜେତା (ରାଫେଲ୍ ନାଡାଲ) ଯେତିକି ଚର୍ଚ୍ଚାରେ ଥିଲେ, ସେତିକି ମଧ୍ୟ ଚର୍ଚ୍ଚାରେ ଥିଲେ ରନର୍ସଅପ୍ ଡାନିଲ୍ ମେଡଭେଡେଭ୍। ୨୩ ବର୍ଷୀୟ ମେଡଭେଡେଙ୍କ ସରଳତା ଏବଂ ପରିପକ୍ୱତା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ବିଶେଷକରି ତାଙ୍କ ଭାଷଣ ମୋତେ ବହୁତ ପ୍ରଭାବିତ କରିଥିଲା।"

ମୋଦି କହିଥିଲେ, "ମେଡଭେଡେଭଙ୍କ ଆତ୍ମବିଶ୍ୱାସ ପ୍ରଶଂସା ଯୋଗ୍ୟ। ଜୀବନରେ ହାର୍-ଜିତ୍ କିଛି ରଖେ ନାହିଁ। କିନ୍ତୁ ମେଡଭେଡେଭ୍ ନିଜ ଭାଷଣ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ୟୁଏସ୍ ଓପନ୍ ଫାଇନାଲରେ ମେଡଭେଡେଭ୍ ହାରିଯାଇଥିଲେ। ସାଧାରଣତଃ ଜଣେ ଖେଳାଳି ହାରିଲେ ନିରାଶ ହୋଇପଡେ, କିନ୍ତୁ ମେଡଭେଡେଭ୍ ନିଜ କଥା ଦ୍ୱାରା ସମସ୍ତଙ୍କ ମୁହଁରେ ହସ ଭରି ଦେଇଥିଲେ। ମେଡଭେଡେଭ୍ ନିଜ ଭାଷଣରେ ପ୍ରତିଦ୍ୱନ୍ଦ୍ୱୀ ରାଫେଲ୍ ନାଡାଲଙ୍କ ପ୍ରଶଂସା କରିଥିଲେ।"

ମୋଦି ଆହୁରି କହିଥିଲେ, "ନାଡାଲ୍ ମଧ୍ୟ ମେଡଭେଡେଭଙ୍କ ଖେଳକୁ ପ୍ରଶଂସା କରିଥିଲେ। ଗୋଟିଏ ମ୍ୟାଚରେ ପରାଜୟର ଜୋଶ୍ ଏବଂ ଜିତିବାର ବିନମ୍ରତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥଲା। ଏଥିରୁ ଆମକୁ ବହୁତ କିଛି ଶିଖିବାକୁ ପଡ଼ିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story