- Videos
- National
- ଗର୍ଭବତୀ ପିଉଥିବା ସୁପ୍ରୁ ମିଳିଲା ମଲାମୂଷା, ଦେଖନ୍ତୁ ଭାଇରାଲ୍ ଭିଡିଓ
ଗର୍ଭବତୀ ପିଉଥିବା ସୁପ୍ରୁ ମିଳିଲା ମଲାମୂଷା, ଦେଖନ୍ତୁ ଭାଇରାଲ୍ ଭିଡିଓ
- Published: Friday, 14 September 2018
- , Updated: 14 September 2018, 09:18 AM IST

ବେଜିଂ: ଚୀନ୍‌ର ଗୋଟିଏ ରେଷ୍ଟୁରାଣ୍ଟ୍‌ରେ ଗର୍ଭବତୀ ମହିଳା ପିଉଥିବା ସୁପ୍‌ରୁ ମଲାମୂଷା ମିଳିଛି। ଏଥିପାଇଁ ସେଠାକାର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ୍‌କୁ ବନ୍ଦ କରି ଦିଆଯାଇଛି।

ମହିଳାଙ୍କ ଅଭିଯୋଗ ଅନୁସାରେ, ସୁପ୍‌ରୁ ମଲାମୂଷା ମିଳିବା ପରେ ରେଷ୍ଟୁରାଣ୍ଟ୍‌ର କର୍ମଚାରୀ ମହିଳାଙ୍କୁ ଗର୍ଭପାତ କରିବା ପାଇଁ ଟଙ୍କା ଅଫର୍‌ ଦେଇଥିଲେ।

ସାଉଥ୍‌ ଚାଇନା ମର୍ଣ୍ଣିଙ୍ଗ୍‌ ପୋଷ୍ଟ୍‌ର ରିପୋର୍ଟ ଅନୁସାରେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହିତ ସେପ୍ଟେମ୍ୱର ୬ ତାରିଖରେ ପ୍ରସିଦ୍ଧ ‘ଜିୟାବୁ ଜିୟାବୁ’ ରେଷ୍ଟୁରାଣ୍ଟ୍‌ରେ ଖାଉଥିଲେ। ସେହି ସମୟରେ ସେ ନିଜର ଖାଇବା ସୁପ୍‌ରେ ମରି ଯାଇଥିବା ମୂଷା ଦେଖିବାକୁ ପାଇଥିଲେ।

ମହିଳାଙ୍କ ସ୍ୱାମୀ ଏନେଇ ରେଷ୍ଟୁରାଣ୍ଟ୍‌ର କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ ଏବଂ ଏଥି ଯୋଗୁ ଗର୍ଭରେ ବଢ଼ୁଥିବା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି କହିଥିଲେ। କିନ୍ତୁ କର୍ମଚାରୀ ଜଣକ କହିଥିଲେ, ଯଦି ଆପଣ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆମେ ୩ ହଜାର ଡଲାର୍‌ ଦେବୁ, ଆପଣ ଗର୍ଭପାତ କରାଇ ପାରିବେ।

ଏହି ଘଟଣାର ଚର୍ଚ୍ଚା ହେବା ପରେ ରେଷ୍ଟୁରାଣ୍ଟ୍‌ ଅଭିଯୋଗକାରୀ ମହିଳାଙ୍କୁ ୭୨୮ ଡଲାର୍‌ ଜୋରିମାନା ଦେଇଥିଲେ। ସ୍ୱାସ୍ଥ୍ୟ ଅଧିକାରୀ ରେଷ୍ଟୁରାଣ୍ଟ୍‌କୁ ଯାଞ୍ଚ୍‌ କରିବା ପରେ ଏହାକୁ ବନ୍ଦ କରି ଦିଆଯାଇଛି।