ଫାଶୀଦଣ୍ଡ ଉପରେ ‘ସୁପ୍ରିମ’ ଫଇସଲା, ଭାରତରେ ଜାରି ରହିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ଭାରତରେ ଫାଶୀ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍‌ କି ନୁହେଁ ତାକୁ ନେଇ ଜାରି ରହିଥିବା ଆଲୋଚନା ଓ ବାକ୍‌ଯୁଦ୍ଧ ଉପରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ୨:୧ ରାୟରେ ଦେଶରେ ମୃତ୍ୟୁଦଣ୍ଡ କାଏମ ରହିବ ବୋଲି କହିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ କୁରିଏନ୍‌ ଯୋଜେଫ, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ହେମନ୍ତ ଗୁପ୍ତା ରହିଥିଲେ। ଛତିଶଗଡ଼ର ଟ୍ରିପଲ ମର୍ଡର ଘଟଣାରେ ପୂର୍ବରୁ ଫାଶୀ ପାଇଥିବା ଦୋଷୀର […]

t

t

Hemant Lenka
  • Published: Wednesday, 28 November 2018
  • Updated: 28 November 2018, 05:20 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଫାଶୀ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍‌ କି ନୁହେଁ ତାକୁ ନେଇ ଜାରି ରହିଥିବା ଆଲୋଚନା ଓ ବାକ୍‌ଯୁଦ୍ଧ ଉପରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ୨:୧ ରାୟରେ ଦେଶରେ ମୃତ୍ୟୁଦଣ୍ଡ କାଏମ ରହିବ ବୋଲି କହିଛନ୍ତି।

ଏହି ଖଣ୍ଡପୀଠରେ ଜଷ୍ଟିସ୍‌ କୁରିଏନ୍‌ ଯୋଜେଫ, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ହେମନ୍ତ ଗୁପ୍ତା ରହିଥିଲେ। ଛତିଶଗଡ଼ର ଟ୍ରିପଲ ମର୍ଡର ଘଟଣାରେ ପୂର୍ବରୁ ଫାଶୀ ପାଇଥିବା ଦୋଷୀର ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠରେ ଥିବା ସବୁଠାରୁ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଯୋଜେଫ ଲ’ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରି କହିଥିଲେ, “ ସମାଜକୁ ଅପରାଧମୁକ୍ତ କରିବା ପାଇଁ ମୃତ୍ୟୁଦଣ୍ଡର ବିକଳ୍ପ ରହିଛି। କୋର୍ଟରେ ଶୁଣାଣି ସାଧାରଣତଃ ଜନତାଙ୍କ ରାୟ ଓ ସାମୂହିକ ଦାବି ଉପରେ କରାଯାଉଛି। ଏଥିପାଇଁ  ତଦନ୍ତକାରୀ ସଂସ୍ଥା ଗୁଡ଼ିକ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କ ସପକ୍ଷରେ ରାୟ ଦେବାକୁ କୋର୍ଟଙ୍କ ଉପରେ ଚାପ ମଧ୍ୟ ସୃଷ୍ଟି କରିଥାଆନ୍ତି। ତେଣୁ ମୃତ୍ୟୁଦଣ୍ଡ ଦେବା ଠିକ୍‌ ନୁହେଁ ବୋଲି ସେ କହିଥିଲେ।

କିନ୍ତୁ ଖଣ୍ଡପୀଠର ଅନ୍ୟ ଦୁଇ ଜଣ ବିଚାରପତି ଏଥିରେ ସହମତ ହୋଇ ନଥିଲେ। ଫଳରେ ୨:୧ ନିଷ୍ପତ୍ତିରେ ମୃତ୍ୟୁଦଣ୍ଡକୁ କାଏମ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story