ବ୍ୟାଗ ଫ୍ୟାକ୍ଟ୍ରିରେ ନିଆଁ, ମୃତ୍ୟୁ ସଂଖ୍ୟା ଛୁଇଁଲା ୪୩

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ସେଣ୍ଟ୍ରାଲ ଦିଲ୍ଲୀର ରାଣୀ ଝାନସି ରୋଡରେ ଥିବା ଅନାଜ ମଣ୍ଡିରେ ଏହି ଫ୍ୟାକ୍ଟ୍ରି ରହିଛି। ଶ୍ରମିକମାନେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ନିଆଁ ଲାଗିଥିଲା ବୋଲି ଜାଣିପାରିନଥିଲେ ଫ୍ୟାକ୍ଟ୍ରି ଭିତରେ ଥିବା ଶ୍ରମିକମାନେ। ନିଆଁ ଲାଗିଲା ବୋଲି ଜାଣିବା ବେଳକୁ ଚାରିଆଡେ ଧୂଆଁ ହୋଇଯାଇଥିଲା। ଫଳରେ ଅଧିକାଂଶଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛି। […]

delhi fire

delhi fire

Subhransu Sekhar
  • Published: Sunday, 08 December 2019
  • Updated: 08 December 2019, 01:40 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ସେଣ୍ଟ୍ରାଲ ଦିଲ୍ଲୀର ରାଣୀ ଝାନସି ରୋଡରେ ଥିବା ଅନାଜ ମଣ୍ଡିରେ ଏହି ଫ୍ୟାକ୍ଟ୍ରି ରହିଛି। ଶ୍ରମିକମାନେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ନିଆଁ ଲାଗିଥିଲା ବୋଲି ଜାଣିପାରିନଥିଲେ ଫ୍ୟାକ୍ଟ୍ରି ଭିତରେ ଥିବା ଶ୍ରମିକମାନେ। ନିଆଁ ଲାଗିଲା ବୋଲି ଜାଣିବା ବେଳକୁ ଚାରିଆଡେ ଧୂଆଁ ହୋଇଯାଇଥିଲା। ଫଳରେ ଅଧିକାଂଶଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛି। ସକାଳ ୫ଟାରେ ଏହି ଅଘଟଣ ଘଟିଛି।

https://twitter.com/ANI/status/1203536348503654401

ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚି ଫ୍ୟାକ୍ଟ୍ରି ଭିତରେ ଥିବା ୫୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ଚିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଡେପୁଟି ଫାୟାର ଚିଫ୍ ସୁଶୀଲ ଚୌଧୁରୀ କହିଛନ୍ତି, ଫ୍ୟାକ୍ଟ୍ରି ଭିତର ଅନ୍ଧାର ଥିଲା। ଏହି ଫ୍ୟାକ୍ଟ୍ରିରେ ସ୍କୁଲ ବ୍ୟାଗ, ବଟଲ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ତିଆରି କରାଯାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପ୍ରମୁଖ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

https://twitter.com/narendramodi/status/1203535158101467136

ଦିଲ୍ଲୀ ମନ୍ତ୍ରୀ ଇମ୍ରାନ୍ ହୁସେନ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏଭଳି ଦୁର୍ଘଟଣା ପାଇଁୱ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଆବଶ୍ୟକୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

https://twitter.com/ANI/status/1203532980905365504

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story