୯୦ ଦିନ ମଧ୍ୟରେ ପ୍ରଥମ ଥର ପାଇଁ କମିଛି କରୋନାର ଦୌରାତ୍ମ୍ୟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬,୭୯୦ ଜଣ ଚିହ୍ନଟ ହୋଇଥିବା ବେଳେ ୫୮୭ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୯୭,୦୬୩ ରହିଛି। ବିଗତ ୯୦ ଦିନ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ କମ୍ ହୋଇଥିବା ଜଣାପଡ଼ିଛି। ଯାହାକି ଦେଶ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ଏବେ ଦେଶରେ ମୋଟ୍ ୭,୪୮,୫୩୮ ଜଣ ଚିକିତ୍ସାଧୀନ ଥିବା ବେଳେ ୬୭,୩୩,୩୨୮ ଜଣ ଆରୋଗ୍ୟ […]

CORONA-VAIROUS

CORONA-VAIROUS

Subhransu Sekhar
  • Published: Tuesday, 20 October 2020
  • Updated: 20 October 2020, 01:36 PM IST

Sports

Latest News

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬,୭୯୦ ଜଣ ଚିହ୍ନଟ ହୋଇଥିବା ବେଳେ ୫୮୭ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୯୭,୦୬୩ ରହିଛି। ବିଗତ ୯୦ ଦିନ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ କମ୍ ହୋଇଥିବା ଜଣାପଡ଼ିଛି। ଯାହାକି ଦେଶ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ଏବେ ଦେଶରେ ମୋଟ୍ ୭,୪୮,୫୩୮ ଜଣ ଚିକିତ୍ସାଧୀନ ଥିବା ବେଳେ ୬୭,୩୩,୩୨୮ ଜଣ ଆରୋଗ୍ୟ ହୋଇଥିବା ବେଳେ ୧,୧୫,୧୯୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ‘ରବିବାର ସମ୍ୱାଦ’ କାର୍ଯ୍ୟକ୍ରମରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଦେଶରେ କରୋନା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି। ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବିଶେଷ ଭାବରେ କରୋନା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି। କିନ୍ତୁ ଏହା ଅଳ୍ପ ରାଜ୍ୟରେ ଓ କିଛି ଅଞ୍ଚଳରେ ସୀମିତ ରହିଛି ବୋଲି ସେ କହିଥିଲେ।

ଏବେ ଦେଶରେ କରୋନା ଆରୋଗ୍ୟ ହାର ୮୮.୨୬ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୫୨ ପ୍ରତିଶତ ରହିଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରହିଥିବା ସୂଚନା ରହିଛି।

କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଛି। ଯେଉଁଠି ଏବେ ୧୬,୦୧,୩୬୫ ଜଣ ସଂକ୍ରମିତ ହୋଇଛନ୍ତି। ୪୨,୨୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏଯାବତ ଦେଶରେ ୯,୬୧,୧୬,୭୭୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story