ଶେଷରେ ଆସିଲା ଚୂଡ଼ାନ୍ତ ଦିଲ୍ଲୀ ଭୋଟ୍‌ ହାର, ଇଭିଏମ୍‌ ଟ୍ୟାମ୍ପରିଂକୁ ଖଣ୍ଡନ କଲେ ଇସି

ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଭୋଟ୍ ହାର ଘୋଷଣା କରିବା ସହ ଏହାର ବିଳମ୍ବ ନେଇ ମଧ୍ୟ ସୂଚନା ଦେଇଛନ୍ତି। ଶନିବାର ବିଭିନ୍ନ ପର୍ଯ୍ୟାୟରେ ବ୍ୟାଲଟ୍ର ଯାଞ୍ଚ କାରଣରୁ ଏପରି ବିଳମ୍ବ ହୋଇଥିବା କୁହାଯାଇଛି। ତେବେ ଚୂଡ଼ାନ୍ତ ସୂଚନା ଅନୁଯାୟୀ, ଦିଲ୍ଲୀରେ ୬୨.୫୯% ଭୋଟ୍ ଗ୍ରହଣ ହୋଇପାରିଛି। ସାଧାରଣତଃ ନିର୍ବାଚନ ଦିନ ହିଁ ଭୋଟ୍ ହାର ଘୋଷଣା ହୋଇଥାଏ। କିନ୍ତୁ ଏଥର ବିଳମ୍ବ ନେଇ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]

EC

EC

Subrat Kumar Nayak
  • Published: Sunday, 09 February 2020
  • Updated: 09 February 2020, 09:12 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଭୋଟ୍ ହାର ଘୋଷଣା କରିବା ସହ ଏହାର ବିଳମ୍ବ ନେଇ ମଧ୍ୟ ସୂଚନା ଦେଇଛନ୍ତି। ଶନିବାର ବିଭିନ୍ନ ପର୍ଯ୍ୟାୟରେ ବ୍ୟାଲଟ୍ର ଯାଞ୍ଚ କାରଣରୁ ଏପରି ବିଳମ୍ବ ହୋଇଥିବା କୁହାଯାଇଛି। ତେବେ ଚୂଡ଼ାନ୍ତ ସୂଚନା ଅନୁଯାୟୀ, ଦିଲ୍ଲୀରେ ୬୨.୫୯% ଭୋଟ୍ ଗ୍ରହଣ ହୋଇପାରିଛି।

ସାଧାରଣତଃ ନିର୍ବାଚନ ଦିନ ହିଁ ଭୋଟ୍ ହାର ଘୋଷଣା ହୋଇଥାଏ। କିନ୍ତୁ ଏଥର ବିଳମ୍ବ ନେଇ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଥିଲେ। ତେବେ ଏହା ପରେ ପରେ ହିଁ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ କହିଛନ୍ତି, ବ୍ୟାଲଟ୍‌ ଯାଞ୍ଚ ପାଇଁ ସମୟ ଲାଗିଲା। କାରଣ ବିଭିନ୍ନ ବୁଥ୍‌ରେ ଯାଞ୍ଚ ସମୟ ଅଲଗା ଅଲଗା ଥିଲା।

ସେ କହିଥିଲେ, “ରିଟର୍ଣ୍ଣିଂ ଅଫିସର ସାରା ରାତି ବ୍ୟସ୍ତ ଥିଲେ। ସେମାନେ ଏହାରପେ ଯାଞ୍ଚରେ ବ୍ୟସ୍ତ ରହିଲେ। ଡାଟା ଏଣ୍ଟ୍ରିରେ କିଛି ସମୟ ଲାଗିଥିଲା। ନିର୍ଭୁଲତା ଗୁରୁତ୍ୱପୂର୍ଣ୍ଣ ଥିଲା।”

ଏହି ଅବସରରେ କୁହାଯାଇଥିଲା ବାଲିମରନ୍ ବୁଥ୍‌ରେ ସବୁଠାରୁ ଅଧିକ ଭୋଟ୍ ହାର ଅର୍ଥାତ ୭୧.୬% ରହିଥିଲା। ସେହିଭଳି ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଭୋଟ୍ ହାର ସର୍ବନିମ୍ନ ବା ୪୫.୪ ରହିଥିଲା।

ଏକଜିଟ୍‌ ପୋଲ୍‌ରେ ସମ୍ଭାବ୍ୟ ବିଜୟୀ ଦଳ ଆମ୍‌ ଆଦମୀ ପାର୍ଟି ଇଭିଏମ୍‌ ଟ୍ୟାମ୍ପରିଂ ଅଭିଯୋଗ ଆଣିବାକୁ ନେଇ ମଧ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଏହି ଅଭିଯୋଗକୁ ନେଇ ତଦନ୍ତ କରାଯାଇଥିଲା ଏବଂ ଇଭିଏମ୍‌ ଟ୍ୟାମ୍ପରିଂର କୌଣସି ଘଟଣା ଘଟିନଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। କିଛି ଘଟଣାରେ ପୁଲିସ୍‌ ଅଧିକ ସଜାଗ ରହିବା ଉଚିତ ଥିଲା, ସେଥିନହେଇ କମିଶନ ଗୁରୁତ୍ୱ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story