କଣ୍ଡୋମ୍‌ ନଥିଲା ବୋଲି ଫାଇନ୍‌ ଦେଲେ କ୍ୟାବ୍‌ ଡ୍ରାଇଭର!

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲାଣ କାଟିବାରୁ ବର୍ତ୍ତିବା ପାଇଁ ହେଲେ କାର୍‌ ଡ୍ରାଇଭର୍‌ମାନେ ଗାଡ଼ିରେ ଫାର୍ଷ୍ଟ ଏଡ୍‌ ବକ୍ସରେ କଣ୍ଡୋମ୍‌ ରଖୁଛନ୍ତି। ଯଦି ସେମାନେ କଣ୍ଡୋମ୍ ରଖିବେ ନାହିଁ ତେବେ ଫାଇନ୍‌ ଦେବେ। ଆମେ କହୁନାହୁଁ, ଦିଲ୍ଲୀର ଧର୍ମେନ୍ଦ୍ର ନାମକ ଜଣେ କ୍ୟାବ୍‌ ଡ୍ରାଇଭର୍ ନିଜ କାର୍‌ରେ କଣ୍ଡୋମ୍‌ ରଖିନଥିବାରୁ ଫାଇନ୍‌ ଦେଇଥିବା କହିବା ପରେ ଏହି କଥା ସାରା ଦିଲ୍ଲୀରେ ପ୍ରଚାର ହୋଇଯାଇଛି। ଚାଲାଣରୁ ବର୍ତ୍ତିବା ପାଇଁ ହେଲେ କାର୍‌ରେ କଣ୍ଡୋମ୍‌ ରଖିବା ବାଧ୍ୟତାମୂଳକ ବୋଲି ଭାବିନେଇଛନ୍ତି […]

delhi

delhi

Subrat Kumar Nayak
  • Published: Saturday, 21 September 2019
  • Updated: 21 September 2019, 06:29 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲାଣ କାଟିବାରୁ ବର୍ତ୍ତିବା ପାଇଁ ହେଲେ କାର୍‌ ଡ୍ରାଇଭର୍‌ମାନେ ଗାଡ଼ିରେ ଫାର୍ଷ୍ଟ ଏଡ୍‌ ବକ୍ସରେ କଣ୍ଡୋମ୍‌ ରଖୁଛନ୍ତି। ଯଦି ସେମାନେ କଣ୍ଡୋମ୍ ରଖିବେ ନାହିଁ ତେବେ ଫାଇନ୍‌ ଦେବେ। ଆମେ କହୁନାହୁଁ, ଦିଲ୍ଲୀର ଧର୍ମେନ୍ଦ୍ର ନାମକ ଜଣେ କ୍ୟାବ୍‌ ଡ୍ରାଇଭର୍ ନିଜ କାର୍‌ରେ କଣ୍ଡୋମ୍‌ ରଖିନଥିବାରୁ ଫାଇନ୍‌ ଦେଇଥିବା କହିବା ପରେ ଏହି କଥା ସାରା ଦିଲ୍ଲୀରେ ପ୍ରଚାର ହୋଇଯାଇଛି।

ଚାଲାଣରୁ ବର୍ତ୍ତିବା ପାଇଁ ହେଲେ କାର୍‌ରେ କଣ୍ଡୋମ୍‌ ରଖିବା ବାଧ୍ୟତାମୂଳକ ବୋଲି ଭାବିନେଇଛନ୍ତି ଏବଂ ସେଥିପାଇଁ ପ୍ରାୟ ସବୁ କ୍ୟାବ୍‌ ଡ୍ରାଇଭର କଣ୍ଡୋମ୍‌ ଧରି ବୁଲୁଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋଟର୍‌ ଭେଇକିଲ୍‌ ଆକ୍ଟ ଅନୁସାରେ ଗାଡ଼ିରେ କଣ୍ଡୋମ୍‌ ରଖିବା ନେଇ କୌଣସି ନିୟମ ନାହିଁ। ଏହା ଏକ ଗୁଜବ। ଆଉ ଧର୍ମେନ୍ଦ୍ର ମଧ୍ୟ କଣ୍ଡୋମ୍‌ ରଖିନଥିବାରୁ ଫାଇନ୍‌ ଦେଇ ନାହାନ୍ତି, ବରଂ ସ୍ପିଡ୍‌ ଡ୍ରାଇଭିଂ ପାଇଁ ଫାଇନ୍‌ ଦେଇଥିବା ଚାଲାଣରେ ଲେଖାଯାଇଛି। ତେବେ ଗାଡ଼ିରେ କଣ୍ଡୋମ୍‌ ରଖିବା ନେଇ ଯଥାର୍ଥତା କ’ଣ ? ଗାଡ଼ିରେ କାହିଁକି କଣ୍ଡୋମ୍‌ ରଖିବା ଆବଶ୍ୟକ ?

ଦିଲ୍ଲୀର ସର୍ବୋଦୟ ଡ୍ରାଇଭର୍‌ ଆସୋସିଏସନ୍‌ର ସଭାପତି କମଲ୍‌ ଜିତ୍‌ ଗିଲ୍‌ କହିବା ଅନୁଯାୟୀ, “ପ୍ରତ୍ୟେକ ଯାତ୍ରୀବାହୀ ଗାଡ଼ିରେ ଅତିକମ୍‌ରେ ୩ଟି କଣ୍ଡୋମ୍‌ ରହିବା ନିହାତି ଆବଶ୍ୟକ। ଦୁର୍ଘଟଣା ସମୟରେ ଏହା ବହୁତ୍‌ କାମରେ ଆସିଥାଏ। କ୍ଷତ ସ୍ଥାନରେ ରକ୍ତ ପ୍ରବାହ ବନ୍ଦ କରିବା ପାଇଁ କଣ୍ଡୋମ୍‌ ବ୍ୟବହାର କରାଯାଇଥାଏ। ଏଥିସହିତ ଦୁର୍ଘଟଣାରେ ହାଡ଼ ଭାଙ୍ଗିଗଲେ ଡ୍ରାଇଭର୍‌ କିମ୍ବା କୌଣସି ବ୍ୟକ୍ତି ତୁରନ୍ତ ସମାଧାନ ପାଇଁ ସେହି ସ୍ଥାନରେ କଣ୍ଡୋମ୍‌ ବାନ୍ଧି ଡାକ୍ତରଖାନା ପର୍ଯ୍ୟନ୍ତ ଯାଇପାରିବେ।”

କିନ୍ତୁ ଗିଲ୍‌ଙ୍କର ଏହି କଥାକୁ ଓଲଟା ଅର୍ଥରେ ନେଲେ କ୍ୟାବ୍‌ ଡ୍ରାଇଭର୍‌। କଣ୍ଡୋମ ରଖିବାର କାରଣ ଚାଲାଣରୁ ବର୍ତ୍ତିବା ବୋଲି ଭାବିନେଲେ। ସେହିଭଳି ରମେଶ୍‌ ନାମକ ଅନ୍ୟ ଜଣେ କ୍ୟାବ୍‌ ଡ୍ରାଇଭର୍‌ଙ୍କ କହିବା କଥା ହେଲା ଯେ ଗାଡ଼ିରେ କଣ୍ଡୋମ୍‌ ରଖିବାର ଆବଶ୍ୟକତା ରହିଛି। ସେଥିପାଇଁ ସେ ଗାଡ଼ିର କଣ୍ଡୋମ୍‌ ରଖନ୍ତି। କିନ୍ତୁ ଏନେଇ ତାଙ୍କୁ କେବେ ବି ଟ୍ରାଫିକ୍‌ ପୁଲିସ୍‌ କୌଣସି ପ୍ରଶ୍ନ କରି ନାହିଁ ବୋଲି ରମେଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story