ଜେଏନ୍‌ୟୁରେ ଏବିଭିପି- ଆଏସା ହାତାହାତି

ନୂଆଦିଲ୍ଲୀ: ଭାରତର ସବୁଠାରୁ ଅଧିକ ବିବାଦୀୟ ବିଶ୍ୱବିଦ୍ୟାଳୟରେ ପୁଣି ଏକ ତୁମୂଳ କାଣ୍ଡ ଦେଖିବାକୁ ମିଳିଛି। ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ (ଆଏସା) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟରେ ହାତାହାତି ହୋଇଥିବା ସୂଚନା ମିଳିଛି। ଧାରା ୩୭୦କୁ ନେଇ ଆୟୋଜିତ ଏକ ସେମିନାର ଅବସରରେ ଯୁକ୍ତି ତର୍କ ପରେ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏହି ପ୍ରସଙ୍ଗ […]

aisa-abvp

aisa-abvp

Subrat Kumar Nayak
  • Published: Thursday, 03 October 2019
  • Updated: 03 October 2019, 08:15 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ସବୁଠାରୁ ଅଧିକ ବିବାଦୀୟ ବିଶ୍ୱବିଦ୍ୟାଳୟରେ ପୁଣି ଏକ ତୁମୂଳ କାଣ୍ଡ ଦେଖିବାକୁ ମିଳିଛି। ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ (ଆଏସା) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟରେ ହାତାହାତି ହୋଇଥିବା ସୂଚନା ମିଳିଛି।

ଧାରା ୩୭୦କୁ ନେଇ ଆୟୋଜିତ ଏକ ସେମିନାର ଅବସରରେ ଯୁକ୍ତି ତର୍କ ପରେ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏହି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମ ସମୟରେ ଦକ୍ଷିଣ ପନ୍ଥୀ ଏବଂ ବାମ ପନ୍ଥୀ ସମର୍ଥକ ଛାତ୍ରଙ୍କ ମଧ୍ୟରେ ହାତାହାତି ହୋଇଥିବା ଜଣାପଡ଼ିଛି। ପିଟିଆଇର ରିପୋର୍ଟ ଅନୁଯାୟୀ, କେନ୍ଦମନ୍ତ୍ରୀଙ୍କ ଭାଷଣ ସମୟରେ କିଛି ଛାତ୍ର ନାରା ବାଜି ଆରମ୍ଭ କରିଥିଲେ। ଏହାପରେ ଏବିଭିପି ପକ୍ଷରୁ ଏହାକୁ କାଉଣ୍ଟର କରାଯାଇଥିଲା।

କିଛି ଛାତ୍ର କଶ୍ମୀର ସମର୍ଥନରେ ନାରା ଦେଇଥିଲେ। ଏହାପରେ ଏବିଭିପି ନାରା ଦେଇଥିଲା, କଶ୍ମୀର ସେ କନ୍ୟାକୁମାରୀ, ଭାରତମାତା ଏକ୍‌ ହମାରୀ। ଏହି ସେମିନାରର ପ୍ରସଙ୍ଗ ଥିଲା- ‘ଧାରା ୩୭୦ ଉଚ୍ଛେଦ: ଜମ୍ମୁ-କଶ୍ମୀର ଓ ଲଦାଖରେ ଶାନ୍ତି, ସ୍ଥିରତା ଏବଂ ବିକାଶ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story