ପରୀକ୍ଷା ଖରାପ ହେଲା ବୋଲି ଆତ୍ମହତ୍ୟା କରିଦେଲେ ୨ ସାଙ୍ଗ

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର ତୁଗଲକାବାଦ ରେଳ ଷ୍ଟେସନ ନିକଟରୁ ରବିବାର ୨ ସ୍କୁଲ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଏହି ୨ ଛାତ୍ରୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଦୁହେଁ ସ୍ଥାନୀୟ ଏକ କଲେଜର ଯୁକ୍ତ ୨ ଶ୍ରେଣୀରେ ପାଠ ପଢୁଥିବା ବେଳେ ପରୀକ୍ଷା ଖରାପ ହେବାରୁ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୁହେଁ ଟ୍ରେନ ଆଗକୁ ଡେଇଁପଡିବା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ […]

papa

papa

Rakesh Mallick
  • Published: Monday, 28 May 2018
  • Updated: 28 May 2018, 12:08 PM IST

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର ତୁଗଲକାବାଦ ରେଳ ଷ୍ଟେସନ ନିକଟରୁ ରବିବାର ୨ ସ୍କୁଲ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଏହି ୨ ଛାତ୍ରୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଦୁହେଁ ସ୍ଥାନୀୟ ଏକ କଲେଜର ଯୁକ୍ତ ୨ ଶ୍ରେଣୀରେ ପାଠ ପଢୁଥିବା ବେଳେ ପରୀକ୍ଷା ଖରାପ ହେବାରୁ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଦୁହେଁ ଟ୍ରେନ ଆଗକୁ ଡେଇଁପଡିବା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଦୁଇଟି ପାଖରୁ ପୋଲିସ ଗୋଟିଏ ବ୍ୟାଗ୍ ପାଇଛି । ଯେଉଁଥିରେ ଏକ ଚିଠି ରହିଛି। ମୃତ ଛାତ୍ରୀଙ୍କ ମଧ୍ୟରୁ ଜଣେ ନିଜ ବାପାଙ୍କୁ ଚିଠି ଲେଖିଛନ୍ତି ଏଥିରେ ଲେଖାଅଛି “sorry papa”।

ଅନ୍ୟ ଛାତ୍ରୀ ଜଣକ ନିଜ ମା’ଙ୍କୁ ହରାଇ ମାନସିକ ଅବସାଦରେ ଥିଲେ ଓ ଏହି କାରଣରୁ  ଆତ୍ମହତ୍ୟା କରିଥିବାର ପୋଲିସ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story