ଚାଲିଗଲା ୪୩ ଜୀବନ, ଫ୍ୟାକ୍ଟ୍ରି ମାଲିକ ଗରିଫ

ନୂଆଦିଲ୍ଲୀ: ଦିଲ୍ଲୀ ଝାନସୀ ରାଣୀ ରୋଡ ସ୍ଥିତ ଅନାଜ ମଣ୍ଡି ବ୍ୟାଗ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣାରେ ଫ୍ୟାକ୍ଚ୍ରି ମାଲିକ ରେହମାନଙ୍କୁ ଗିରଫ କରାଯାଇଛି। ରେହମାନଙ୍କ ଭାଇଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ସୂଚନା ରହିଛି। ପୁଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଲାଗୁ କରିଛି। ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ସଶ୍ରମ ଜେଲ କାରାଦଣ୍ଡ ସିହତ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବାର ପ୍ରାବଧାନ ରହିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। […]

delhi fire (1)

delhi fire (1)

Subhransu Sekhar
  • Published: Sunday, 08 December 2019
  • Updated: 08 December 2019, 07:01 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଝାନସୀ ରାଣୀ ରୋଡ ସ୍ଥିତ ଅନାଜ ମଣ୍ଡି ବ୍ୟାଗ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣାରେ ଫ୍ୟାକ୍ଚ୍ରି ମାଲିକ ରେହମାନଙ୍କୁ ଗିରଫ କରାଯାଇଛି। ରେହମାନଙ୍କ ଭାଇଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ସୂଚନା ରହିଛି। ପୁଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଲାଗୁ କରିଛି। ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ସଶ୍ରମ ଜେଲ କାରାଦଣ୍ଡ ସିହତ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବାର ପ୍ରାବଧାନ ରହିଛି।

ଏହି ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଶ୍ରମିକମାନେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ଏମାନଙ୍କର ମୃତ୍ୟୁ ଘଟିଛି। ସକାଳ ୫ଟାରେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।

ସର୍ଟ ସର୍କିଟ ପାଇଁ ନିଆଁ ଲାଗିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବହୁମାତ୍ରାରେ ପ୍ଲାଷ୍ଟିକ ରହିଥିବାରୁ ନିଆଁ ସଂସ୍ପର୍ଶରେ ଆସି ଜୋରରେ ଜଳି ଉଠିଥିଲା। ଫଳରେ କୋଠଟି ଧୂଆଁମୟ ହୋଇଥିଲା। ତେଣୁ ଶ୍ୱାସରୁଦ୍ଧ ହୋଇ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିଲା ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପ୍ରମୁଖ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ବିଜେପି ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା. ଆହତଙ୍କୁ ୨୫ ଲକ୍ଷ ଦେବ ବୋଲି ଘୋଷଣା କରିଛି। ଆ ମୃତକ ଶ୍ରମିକଙ୍କ ମଧ୍ୟରେ ବିହାରର କିଛି ରହିଛନ୍ତି। ଏହି ମୃତକଙ୍କ ପାଇଁ ରାଜ୍ୟ ରାଜକୋଷରୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ରିପୋର୍ଟ ସପ୍ତାହକ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ରାଜସ୍ୱ ମନ୍ତ୍ରୀ କୌଳାଶ ଗେହଲଟ ଜିଲ୍ଲାପାଳଙ୍କୁ ଏହି ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଗୃହ ମନ୍ତ୍ରଣାଳ ମଧ୍ୟ ଏହି ଘଟଣାରେ ଉଭୟ ରାଜ୍ୟ ସରକାର ଏବଂ ଦିଲ୍ଲୀ ପୁଲିସର ଜବାବ ମାଗିଛି।

ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚି ଫ୍ୟାକ୍ଟ୍ରି ଭିତରେ ଥିବା ୫୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଡେପୁଟି ଫାୟାର ଚିଫ୍ ସୁଶୀଲ ଚୌଧୁରୀ କହିଛନ୍ତି, କାରଖାନା ଭିତର ଅନ୍ଧାର ଥିଲା। ତେଣୁ ନିଆଁ ଲାଗିଥିଲେ ମଧ୍ୟ ହଠାତ୍ କିଛି ଜଣାପଡ଼ିନଥିଲା। ଶ୍ରମିକମାନେ ଭିତରେ ଶୋଇଥିଲେ। ସେମାନେ ଜାଣିବା ବେଳକୁ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story