ନେତାଜୀଙ୍କ ମୃତ୍ୟୁ ବାର୍ଷିକୀ ପୂର୍ବରୁ ଜାପାନରେ ଥିବା ପାଉଁଶର ଡିଏନଏ ପରୀକ୍ଷା ଦାବି

ନୂଆଦିଲ୍ଲୀ: ଅଗଷ୍ଟ ୧୮କୁ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ବାର୍ଷିକୀ ଭାବେ ପାଳନ କରାଯାଏ। ଏହି ସମୟ ମଧ୍ୟରେ ଜାପାନର ଏକ ମନ୍ଦିରରେ ରଖାଯାଇଥିବା ପାଉଁଶକୁ ଭାରତକୁ ଫେରାଇ ଆଣି ଡିଏନ୍ଏ ପରୀକ୍ଷା କରିବା ପାଇଁ ଦାବି ଉଠିଛି। ଯାହାକୁ ନେତାଜୀଙ୍କର ବୋଲି କୁହାଯାଉଛି। ଯେଉଁମାନେ ଏଭଳି ଦାବି କରିଛନ୍ତି ସେମାନଙ୍କ ମଧ୍ୟରେ ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ ରହିଛନ୍ତି। ଯଦି ଡାଇନୋସରର କଙ୍କାଳ ପରୀକ୍ଷା କରାଯାଇପାରିବ, ତାହେଲେ ଭାରତ ସରକାର […]

Netaji

Netaji

Subhransu Sekhar
  • Published: Sunday, 16 August 2020
  • Updated: 16 August 2020, 11:05 PM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ୧୮କୁ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ବାର୍ଷିକୀ ଭାବେ ପାଳନ କରାଯାଏ। ଏହି ସମୟ ମଧ୍ୟରେ ଜାପାନର ଏକ ମନ୍ଦିରରେ ରଖାଯାଇଥିବା ପାଉଁଶକୁ ଭାରତକୁ ଫେରାଇ ଆଣି ଡିଏନ୍ଏ ପରୀକ୍ଷା କରିବା ପାଇଁ ଦାବି ଉଠିଛି। ଯାହାକୁ ନେତାଜୀଙ୍କର ବୋଲି କୁହାଯାଉଛି।

ଯେଉଁମାନେ ଏଭଳି ଦାବି କରିଛନ୍ତି ସେମାନଙ୍କ ମଧ୍ୟରେ ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ ରହିଛନ୍ତି। ଯଦି ଡାଇନୋସରର କଙ୍କାଳ ପରୀକ୍ଷା କରାଯାଇପାରିବ, ତାହେଲେ ଭାରତ ସରକାର ଏହି ପାଉଁଶର ଡିଏନଏକୁ ନେତାଜୀଙ୍କ ସହ ମେଳ କରିବାରେ ଅସୁବିଧା କ’ଣ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ସାକ୍ଷାତକାର ଅବସରରରେ ଚନ୍ଦ୍ର କୁମାର ବୋଷ ଭାବପ୍ରବଣ ହୋଇ କେନ୍ଦ୍ର ସରକାରକୁ ଏଭଳି ନିବେଦନ କରିଛନ୍ତି ବୋଲି ଖବର ସରବରାହ ସଂସ୍ଥା ଆଇଏଏନଏସ କହିଛି।

“ନେତାଜୀଙ୍କ ଏକମାତ୍ର ଝିଅ ଅନୀତା ବୋଷ ଏକ ଚିଠି ଲେଖି ତାଙ୍କ ପାଉଁଶକୁ ପରୀକ୍ଷା କରି ଦେଶକୁ ଆଣିବାକୁ ଦାବି କରିଥିଲେ, ଯାହାକୁ ଡକ୍ଟର ଦ୍ୱାରକନାଥ ବୋଷ ଏବଂ ଅର୍ଦ୍ଦେନ୍ଦୁ ବୋଷ ମଧ୍ୟ ଦସ୍ତଖତ କରିଥିଲେ। ସେ ବୋଷ ପରିବାରର ସବୁଠାରୁ ବୟସ୍କ ବ୍ୟକ୍ତି। କିନ୍ତୁ ଆମେ ସେହି ଚିଠିର କୌଣସି ଉତ୍ତର ପାଇନାହୁଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଁ ଏ ବାବଦରେ ଅନେକ ଥର ପଚାରିଛି, ସେ ସ୍ୱୀକାର କରିଛନ୍ତି ଯେ ସେ ଏହି ଚିଠି ପାଇଛନ୍ତି, ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି”।

ସେ ଆହୁରି କହିଛନ୍ତି, “ଆମେ ଆଶା କରୁଛୁ ଯେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେବେ। ଯାହାଦ୍ୱାରା ରେନକୋ ମନ୍ଦିରରେ ରଖାଯାଇଥିବା ପାଉଁଶର ଡିଏନ୍ଏ ପରୀକ୍ଷା କରାଯାଇପାରିବ। ବୋଷ ପରିବାରର ରକ୍ତ ନମୁନାର ବିଶ୍ଳେଷଣ ଜଷ୍ଟିସ ମୁଖାର୍ଜୀ ଆୟୋଗଙ୍କ ନିକଟରେ ଉପଲବ୍ଧ, ସେ ନେତାଜୀଙ୍କ ମୃତ୍ୟୁ ମିଷ୍ଟ୍ରି ମାମଲାର ଅନୁସନ୍ଧାନ କରୁଥିଲେ”।

ସମ୍ପୃକ୍ତ ଫାଇଲଗୁଡିକ ବିଷୟରେ ନେତାତଜୀଙ୍କ ନାତି କହିଛନ୍ତି, ଜାପାନରେ ପାଞ୍ଚଟି ଫାଇଲ ଥିଲା ଯାହାକୁ ଶ୍ରେଣୀଭୁକ୍ତ କରାଯାଇଥିଲା। ୨୦୧୬ରେ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉଦ୍ୟମରେ ଦୁଇଟି ଫାଇଲ ପ୍ରକାଶ ପାଇଲା ଯାହା ବର୍ତ୍ତମାନ ଏକ ୱେବସାଇଟରେ ଅଛି। ମୁଁ ସେମାନଙ୍କୁ ଦେଖିଛି କିନ୍ତୁ ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ଅବଶିଷ୍ଟ ତିନୋଟି ଫାଇଲ୍ ମିଳୁଛି, ଆମେ ସମ୍ଭାବ୍ୟ ସୂଚନା କିମ୍ବା ଫଟୋଗ୍ରାଫ୍ ମାଧ୍ୟମରେ କିଛି ସୂଚନା ପାଇପାରିବା।

ମାମଲାର ତଦନ୍ତ ସମ୍ପର୍କରେ ସେ ଆହୁରି କହିଛନ୍ତି ଯେ “ଭାରତ ସରକାର ଏଥିପାଇଁ ଚେଷ୍ଟା କରିବା ଉଚିତ୍। ଦେଶର ସ୍ୱାଧୀନତା ପାଇଁ ଆଜାଦ ହିନ୍ଦ୍ ଫୌଜ ସୃଷ୍ଟି କରିଥିଲେ ନେତାଜୀ। ଯଦି ଜାପାନରେ ରଖାଯାଇଥିବା ପାଉଁଶ ତାଙ୍କର ହୋଇଥିବା ତା’ହେଲେ ପୂର୍ଣ୍ଣ ସମ୍ମାନ ସହିତ ଫେରାଇ ଆଣିବା ଉଚିତ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story