ତାମିଲନାଡୁରେ ଡିଏମକେ ୨୯ଟି ସିଟ୍‌ ଆଗରେ

ଚେନ୍ନାଇ: ବିଜେପିର ଦକ୍ଷିଣ ଦଖଲ ଅଭିଯାନକୁ ଝଟ୍‌କା ଲାଗିବାକୁ ଯାଉଛି। ପ୍ରାଥମିକ ଗଣତି ଅନୁଯାୟୀ, ତାମିଲନାଡୁରେ ବିଜେପି ଓ ଶାସକ ଏଆଇଏଡିଏମକେ ଯଥେଷ୍ଟ ପଛରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ଓ ଡିଏମକେ ୨୯ଟି ଲୋକସଭା ଆସନରେ ଉଭୟ ବିଜେପି ଏବଂ ଏଆଇଏଡିଏମକେଠାରୁ ପଛରେ ରହିଛନ୍ତି। ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୩୯। ୨୦୧୪ରେ ଏଆଇଏଡିଏମକେ ଏକାକୀ ୩୭ଟି ଆସନରେ ଜିତିଥିଲା।

r

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 09:29 AM IST

Related story