ଆଇସ୍‌କ୍ରିମ୍‌ ପାଇଁ ଅଢ଼େଇ ବର୍ଷର ଶିଶୁକୁ ଝୁଣି ଦେଲା କୁକୁର

ନୂଆଦିଲ୍ଲୀ: ଅଢ଼େଇ ବର୍ଷର ଝିଅ। ସମ୍ପର୍କୀୟ ଭାଇଭଣୀଙ୍କ ସହ ଖେଳୁଥିଲା। ସାଙ୍ଗ ହୋଇ ଆଇସ୍‌କ୍ରିମ ବି ଖାଉଥିଲେ। ହଠାତ ନିଖୋଜ ହୋଇଗଲା। ପ୍ରାୟ ଦୁଇ ଘଣ୍ଟା ଖୋଜାଖୋଜି ପରେ ଏକ ଆଖୁ କ୍ଷେତରୁ ପରିବାର ଲୋକେ ତା’ର ସନ୍ଧାନ ପାଇଥିଲେ। ହେଲେ ସେଠିକାର ଦୃଶ୍ୟ ଯାହା ଥିଲା ଦେଖଣାହାରୀଙ୍କ ହୋସ୍‌ ଉଠି ଯାଇଥିଲା। କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା ନିସ୍ତେଜ ଶରୀର। ପରିବାର ଲୋକେ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। […]

dog

dog

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 10:57 AM IST

Sports

Latest News

ନୂଆଦିଲ୍ଲୀ: ଅଢ଼େଇ ବର୍ଷର ଝିଅ। ସମ୍ପର୍କୀୟ ଭାଇଭଣୀଙ୍କ ସହ ଖେଳୁଥିଲା। ସାଙ୍ଗ ହୋଇ ଆଇସ୍‌କ୍ରିମ ବି ଖାଉଥିଲେ। ହଠାତ ନିଖୋଜ ହୋଇଗଲା। ପ୍ରାୟ ଦୁଇ ଘଣ୍ଟା ଖୋଜାଖୋଜି ପରେ ଏକ ଆଖୁ କ୍ଷେତରୁ ପରିବାର ଲୋକେ ତା’ର ସନ୍ଧାନ ପାଇଥିଲେ। ହେଲେ ସେଠିକାର ଦୃଶ୍ୟ ଯାହା ଥିଲା ଦେଖଣାହାରୀଙ୍କ ହୋସ୍‌ ଉଠି ଯାଇଥିଲା। କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା ନିସ୍ତେଜ ଶରୀର। ପରିବାର ଲୋକେ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗାଜିଆବାଗର ଭୀମନଗରରେ। ମୃତ ଝିଅ ହେଲେ ଶିବନ୍ୟା। ଆଇସ୍‌କ୍ରିମ୍‌ ଖାଉଥିବା ବେଳେ ଶିବନ୍ୟାକୁ ବୁଲା କୁକୁର ଝୁଣି ଝୁଣି ମାରି ଦେଇଥିବା ଅଭିଯୋଗ ହୋଇଛି।

ଶିବନ୍ୟା ଭୀମନଗରରେ ବାପାମାଆଙ୍କ ସହ ରୁହନ୍ତି। ତାଙ୍କ ବାପା ଘରୋଇ ଇଲେକ୍ଟ୍ରିକାଲ ମେକାନିକ୍‌ ଭାବେ କାମ କରୁଥିବା ବେଳେ ମାଆ ଗୃହଣୀ। ଖରାଛୁଟି ହୋଇଥିବାରୁ କିଛି ସମ୍ପର୍କୀୟ ସେମାନଙ୍କ ପିଲାଙ୍କ ସହ ଶିବନ୍ୟାଙ୍କ ଘରକୁ ଆସିଥିଲେ। ସୋମବାର ଦିନ ଶିବନ୍ୟା ଓ ଅନ୍ୟ ପିଲାମାନେ ସାଙ୍ଗ ହୋଇ ଖେଳୁଥିଲେ। ଏହି ସମୟରେ ଏକ ଆଇସ୍‌କ୍ରିମ୍‌ ବାଲା ଆସିଥିଲା। ପରିବାର ଲୋକେ ସବୁ ପିଲାଙ୍କୁ ଆଇସ୍‌କ୍ରିମ୍‌ କିଣି ଦେବା ସହ ଘର ଭିତରକୁ ଯିବାକୁ କହିଥିଲେ। ଅନ୍ୟ ପିଲାମାନେ ଘର ଭିତରକୁ ଚାଲି ଯାଇଥିବା ବେଳେ ଶିବନ୍ୟା ପଛରେ ରହି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଦେଖିବାକୁ ନମିଳିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ। ପ୍ରାୟ ୨ ଘଣ୍ଟା ଏଣେ ତେଣେ ଖୋଜିବା ପରେ ଏକ ଆଖୁ କ୍ଷେତରୁ ତାକୁ ଉଦ୍ଧାର କରାଯାଇଥିଲା। ସେତେବେଳେ ଶିବନ୍ୟାର କାନ ଓ ହାତ ଖଣ୍ଡିଆ ହୋଇ ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା।

ଶିବନ୍ୟା ଆଇସ୍‌କ୍ରିମ୍‌ ଧରିଥିବା ବେଳେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି। କୁକୁର ଗୋଡାଇବାରୁ ସେ ଡରରେ ଆଖୁ କ୍ଷେତ ଆଡକୁ ଚାଲିଯାଇଥିବା ଓ ସେଠାରେ କୁକୁରମାନେ ସଂଘବଦ୍ଧ ଭାବେ ଆଇସ୍‌କ୍ରିମ୍‌ ପାଇଁ ଶିବନ୍ୟାକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story