ଡୋନାଲ୍ଡ ଟ୍ରମ୍ପ ଭଗବାନ ରାମ ନୁହେଁ: ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମଦାବାଦ ବିମାନ ବନ୍ଦରରୁ ୭୦ ଲକ୍ଷ ଭାରତୀୟଙ୍କୁ ଏକଜୁଟ କରାଯାଉଥିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ କ’ଣ ଭଗବାନ ରାମ? ଯାହାଙ୍କ ପାଇଁ ୭୦ ଲକ୍ଷ ଲୋକଙ୍କୁ ଏକାଠି କରାଯାଉଛି। ସେ ଆମେରିକାର ରାଷ୍ଟ୍ରପତି। ତାଙ୍କର ସ୍ୱାଗତ ପାଇଁ ୭୦ ଲକ୍ଷ ଲୋକଙ୍କୁ ଛିଡ଼ା କରିବାର […]

trump-adhir_ranjan

trump-adhir_ranjan

Subhransu Sekhar
  • Published: Wednesday, 19 February 2020
  • Updated: 19 February 2020, 02:02 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମଦାବାଦ ବିମାନ ବନ୍ଦରରୁ ୭୦ ଲକ୍ଷ ଭାରତୀୟଙ୍କୁ ଏକଜୁଟ କରାଯାଉଥିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ କ’ଣ ଭଗବାନ ରାମ? ଯାହାଙ୍କ ପାଇଁ ୭୦ ଲକ୍ଷ ଲୋକଙ୍କୁ ଏକାଠି କରାଯାଉଛି। ସେ ଆମେରିକାର ରାଷ୍ଟ୍ରପତି। ତାଙ୍କର ସ୍ୱାଗତ ପାଇଁ ୭୦ ଲକ୍ଷ ଲୋକଙ୍କୁ ଛିଡ଼ା କରିବାର କ’ଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଭାରତ ଗସ୍ତ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିମାନ ବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ମଧ୍ୟରେ ୭୦ ଲକ୍ଷ ଲୋକ ଥିବେ। ଯେଉଁ ଷ୍ଟାଡିୟମର ଉଦଘାଟନ ହେବ ତାହା ଏବେ ନିର୍ମାଣଧୀନ ରହିଛି। ଏହା ବିଶ୍ୱର ସବୁଡୁ ବଡ଼ ଷ୍ଟାଡ଼ିୟମ। ତେଣୁ ମୁଁ ବହୁତ ଉତ୍ସୁକତାର ସହ ଅପେକ୍ଷା କରିଛି। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଉପଭୋଗ କରିବେ’। ଏବେ ଟ୍ରମ୍ପଙ୍କ ଏହି ୭୦ ଲକ୍ଷ ଲୋକ ଏକଜୁଟ ହେବାକୁ ନେଇ କଂଗ୍ରେସ ସମାଲୋଚନା କରିଛି।

ସେ ଆହୁରି କହିଛନ୍ତି, ଟ୍ରମ୍ପ ନିଜ ଫାଇଦା ପାଇଁ ଭାରତ ଆସୁଛନ୍ତି। ହେଲେ ସେ କୌଣସି ଟ୍ରେଡ ଡିଲ୍ କରିବାକୁ ଚାହୁଁ ନାହାନ୍ତି। ସେ ଆମେରିକା ଉଦ୍ୟୋଗ ପାଇଁ ସଂରକ୍ଷଣ କରିବାକୁ ଚାହୁଁଛନ୍ତି। ଏହାର ଅର୍ଥ ଆମେରିକା ବଜାରରେ ଭାରତର ପ୍ରବେଶ ଉପରେ ରୋକ୍ ଲଗାଇବାକୁ ଚାହୁଁଛନ୍ତି। ଭାରତ ବିକଶିତ ହୋଇଯାଇଛି ବୋଲି ଟ୍ରମ୍ପ କହୁଥିବା ଅଧୀର କହିଛନ୍ତି।

ଦେଶର ପ୍ରତ୍ୟେକ ବ୍ୟକ୍ତିର ଆୟ ୨ ହଜାର ଡଲାର ରହିଛି। ଆମେରିକାରେ କିନ୍ତୁ ପ୍ରତ୍ୟେକ ବ୍ୟକ୍ତିର ଆୟ ୬୦ ହଜାର ଡଲାର ରହିଛି। ଏଭଳି ସ୍ଥିତିରେ ଭାରତ କିଭଳି ବିକଶିତ ଦେଶ ହୋଇଗଲା? ଟ୍ରମ୍ପ ଏଭଳି ବାର୍ତ୍ତା ଦେଇ ଆମେରିକା ଫାଷ୍ଟ ନୀତିକୁ ଆଗକୁ ନେଉଛନ୍ତି। ଯାହାଦ୍ୱାରା ଆମେରିକୀୟ ହିଁ ଲାଭବାନ ହେଉଛନ୍ତି ବୋଲି ଅଧୀର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story