ଟ୍ରମ୍ପଙ୍କ ଦିଲ୍ ମାଁଗେ ମୋର୍‌; ଏବେ କହିଲେ, ୧ କୋଟି ସ୍ୱାଗତ କରିବେ

ଓ୍ୱାଶିଂଟନ: ୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଅହମଦାବାଦ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ୍‌ ମଧ୍ୟରେ ୧ କୋଟି ଲୋକ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବେ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ତାଙ୍କୁ ୭୦ ଲକ୍ଷ ଲୋକ ସ୍ୱାଗତ କରିବା ପାଇଁ ଉପସ୍ଥିତ ରହିବେ। ଏ କଥା ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ସେ କହିଥିଲେ। ହେଲେ ଏବେ ସେ ଏହି […]

trump

trump

Subhransu Sekhar
  • Published: Friday, 21 February 2020
  • Updated: 21 February 2020, 12:26 PM IST

ଓ୍ୱାଶିଂଟନ: ୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଅହମଦାବାଦ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ୍‌ ମଧ୍ୟରେ ୧ କୋଟି ଲୋକ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବେ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ତାଙ୍କୁ ୭୦ ଲକ୍ଷ ଲୋକ ସ୍ୱାଗତ କରିବା ପାଇଁ ଉପସ୍ଥିତ ରହିବେ। ଏ କଥା ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ସେ କହିଥିଲେ। ହେଲେ ଏବେ ସେ ଏହି ସଂଖ୍ୟାକୁ ୧ କୋଟିକୁ ବଢ଼ାଇ ଦେଇଛନ୍ତି। ତେବେ ଏହାର ସତ୍ୟତା ନେଇ କିଛି ଜଣାପଡ଼ି ନାହିଁ। କାରଣ ଭାରତ ସରକାରଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ତେବେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଭୟ ମୋଦି ଓ ଟ୍ରମ୍ପ ଉଦ୍‌ବୋଧନ ଦେବେ।

https://twitter.com/ANI/status/1230718370837721095

ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ଏକ ରାଲିକୁ ଉଦବୋଧନ କରିବା ବେଳେ କହିଛନ୍ତି, “ଆଗାମୀ ସପ୍ତାହରେ ଭାରତ ଗସ୍ତ କରିବି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ବହୁତ ପସନ୍ଦ କରେ। ମୁଁ ତାଙ୍କ ସହିତ ଟ୍ରେଡ ଡିଲ୍ ବାବଦରେ ମଧ୍ୟ ଆଲୋଚନା କରିବି। ମୋଟେରା ଷ୍ଟାଡିୟମ ଯିବା ବେଳେ ୧୦ ମିଲିଅନ (୧ କୋଟି) ଲୋକ ମୋତେ ସ୍ୱାଗତ କରିବେ।”

ଯଦି ଟ୍ରମ୍ପଙ୍କ ଏହି କଥା ସତ, ତା’ହେଲେ ଅହମଦାବଦ ଜିଲ୍ଲାର ଛୁଆଠୁ ବୁଢ଼ା ଆସିଲେ ମଧ୍ୟ ୧ କୋଟି ଲୋକ ଉପସ୍ଥିତ ରହିପାରିବେ ନାହିଁ। କାରଣ ଜିଲ୍ଲାର ଜନସଂଖ୍ୟା ୭୦ ଲକ୍ଷ। ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ୧ କୋଟି ଲୋକଙ୍କୁ ଛିଡ଼ା କରାଇବାକୁ ହେଲେ ସରକାରଙ୍କୁ ରାଜ୍ୟର ପଡ଼ୋଶୀ ଜିଲ୍ଲାର ସହଯୋଗ ନେବାକୁ ହେବ।

ଅନ୍ୟପକ୍ଷରେ ଅହମଦାବାଦ ନଗର ନିଗମର ମୁଖ୍ୟ ବିଜୟ ନେହେରା କହିଛନ୍ତି, ଟ୍ରମ୍ପଙ୍କ ରୋଡ୍‌ ଶୋ’ ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାର ଦୁଇ  ପାର୍ଶ୍ୱରେ ଲକ୍ଷେରୁ ଦୁଇ ଲକ୍ଷ ଲୋକ ଉପସ୍ଥିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story