ମନ୍ଦିରରେ ପାର୍ଶ୍ୱ ଦେବଦେବୀଙ୍କ ସହ ସ୍ଥାନ ପାଇଲେ ଅବଦୁଲ୍‌ କଲାମ୍‌

ରାମେଶ୍ୱରମ୍‌: ମିସାଇଲ୍‌ ମ୍ୟାନ୍‌ ତଥା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ୍‌ କଲାମ୍‌ଙ୍କ ପ୍ରତିମା ମନ୍ଦିରରେ ସ୍ଥାପନ କରାଯାଇଛି। ରାମେଶ୍ୱରମ୍‌ରେ ଏକ ମନ୍ଦିରରେ ପାର୍ଶ୍ୱ ଦେବଦେବୀଙ୍କ ସହ କଲାମ୍‌ଙ୍କ ପ୍ରତିମାକୁ ସ୍ଥାନିତ କରାଯାଇଛି। ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଆପଣ ତାଙ୍କ ପ୍ରତିମା ସ୍ପଷ୍ଟ ଭାବେ ଦେଖିପାରିବେ। ରାମେଶ୍ୱରମ୍‌ର ପେଇ କାରାମ୍ବୁରେ ଥିବା କଲାମ୍‌ଙ୍କ ସମାଧି ସ୍ଥଳରେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଲୋକେ ରାମେଶ୍ୱରମ୍‌ ମନ୍ଦିରକୁ ଯାଇ ଭଗବାନ୍‌ଙ୍କ ଦର୍ଶନ କରିବା ପୂର୍ବରୁ ପେଇ […]

kalam

kalam

Rakesh Mallick
  • Published: Friday, 20 July 2018
  • Updated: 20 July 2018, 04:07 PM IST

Sports

Latest News

ରାମେଶ୍ୱରମ୍‌: ମିସାଇଲ୍‌ ମ୍ୟାନ୍‌ ତଥା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ୍‌ କଲାମ୍‌ଙ୍କ ପ୍ରତିମା ମନ୍ଦିରରେ ସ୍ଥାପନ କରାଯାଇଛି। ରାମେଶ୍ୱରମ୍‌ରେ ଏକ ମନ୍ଦିରରେ ପାର୍ଶ୍ୱ ଦେବଦେବୀଙ୍କ ସହ କଲାମ୍‌ଙ୍କ ପ୍ରତିମାକୁ ସ୍ଥାନିତ କରାଯାଇଛି। ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଆପଣ ତାଙ୍କ ପ୍ରତିମା ସ୍ପଷ୍ଟ ଭାବେ ଦେଖିପାରିବେ।

ରାମେଶ୍ୱରମ୍‌ର ପେଇ କାରାମ୍ବୁରେ ଥିବା କଲାମ୍‌ଙ୍କ ସମାଧି ସ୍ଥଳରେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଲୋକେ ରାମେଶ୍ୱରମ୍‌ ମନ୍ଦିରକୁ ଯାଇ ଭଗବାନ୍‌ଙ୍କ ଦର୍ଶନ କରିବା ପୂର୍ବରୁ ପେଇ କାରାମ୍ବୁରେ ସ୍ୱର୍ଗତ କଲାମ୍‌ଙ୍କ ଦର୍ଶନ କରୁଛନ୍ତି। ଏପରି ଭିଡ଼ ଓ ଭଲ ପାଇବା ଦେଖି ଲାଗୁଛି ଲୋକେ ସ୍ୱର୍ଗତ କଲାମ୍‌ଙ୍କୁ କେତେ ଭଲ ପାଆନ୍ତି।

ସ୍ୱର୍ଗତ କଲାମ୍‌ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମେଶ୍ୱରମ୍‌ରେ ଏପିଜେ ଅବଦୁଲ କଲାମ୍‌ ମେମୋରିୟଲ୍‌ର ଉଦ୍‌ଘାଟନ୍‌ କରିଥିଲେ। ଏଠାରେ ବି ତାଙ୍କର ଏକ ପ୍ରତିମା ପ୍ରତିଷ୍ଠା କରାଯାଇଛି। ଏହି ପ୍ରତିମା ଆଗରେ ‘ଭଗବତ ଗୀତା’ ରଖାଯାଇଥିଲା। ଯାହାକୁ ନେଇ ବିବାଦ ସୄଷ୍ଟି ହୋଇଥିଲା । ପରେ ସେଠାରେ ଭଗବତ ଗୀତା ସହ କୋରାନ୍‌ ଓ ବାଇବେଲ୍‌ ରଖାଯାଇଥିଲା।

ସୂଚନାଯୋଗ୍ୟ, ତାମିଲନାଡ଼ୁର ରାମେଶ୍ୱରମ୍‌ରେ ଅବଦୁଲ୍ କଲାମ୍ ଜନ୍ମ ହୋଇଥିଲେ।

ସୌଜନ୍ୟ- ଅମର ଉଜାଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story