ଭୂକମ୍ପକୁ ନେଇ ଉତ୍ତର-ପଶ୍ଚିମ ଜାପାନରେ ସୁନାମୀ ଆଲର୍ଟ

ଟୋକିଓ: ଆଜି ଜାପାନରେ ଫୁକୁସୀମା ଆଣବିକ କେନ୍ଦ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଛି। ଫଳରେ ଉତ୍ତର-ପଶ୍ଚିମ ଜାପାନରେ ସୁନାମୀ ଆଶଙ୍କାରେ ସତର୍କତା ଜାରି କରାଯାଇଛି। ଫୁକୁସୀମା ସହରରେ ପ୍ରାୟ ୧ମିଟର ଉଚ୍ଚର ସୁନାମୀ ଆସିବା ନେଇ ଲୋକମାନଙ୍କୁ ସତର୍କ କରାଯାଇଛି। ଏଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି। ୨୦୧୧ରେ ହୋଇଥିବା ଭୂକମ୍ପରେ ଏହି ଆଣବିକ କେନ୍ଦ୍ରରେ ଅନେକ କ୍ଷୟକ୍ଷତି ହୋଇଥିଲା। […]

earthquack

Rakesh Mallick
  • Published: Tuesday, 22 November 2016
  • , Updated: 04 May 2017, 03:44 PM IST

ଟୋକିଓ: ଆଜି ଜାପାନରେ ଫୁକୁସୀମା ଆଣବିକ କେନ୍ଦ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଛି। ଫଳରେ ଉତ୍ତର-ପଶ୍ଚିମ ଜାପାନରେ ସୁନାମୀ ଆଶଙ୍କାରେ ସତର୍କତା ଜାରି କରାଯାଇଛି।

ଫୁକୁସୀମା ସହରରେ ପ୍ରାୟ ୧ମିଟର ଉଚ୍ଚର ସୁନାମୀ ଆସିବା ନେଇ ଲୋକମାନଙ୍କୁ ସତର୍କ କରାଯାଇଛି। ଏଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି।

୨୦୧୧ରେ ହୋଇଥିବା ଭୂକମ୍ପରେ ଏହି ଆଣବିକ କେନ୍ଦ୍ରରେ ଅନେକ କ୍ଷୟକ୍ଷତି ହୋଇଥିଲା। ଏପଟେ ନ୍ୟୁଜିଲାଣ୍ଡରେ ମଧ୍ୟ ଭୂମିକମ୍ପର ତିବ୍ରତା ୬.୩ ଅନୁଭୂତ ହୋଇଛି।

Related story