ଆସାମରେ ମଧ୍ୟମ ଧରଣର ଭୂମିକମ୍ପ

ଗୁଆହାଟୀ: ଶନିବାର ସନ୍ଧ୍ୟାରେ ଆସାମ ଏବଂ ଏହାର ପଡ଼ୋଶୀ କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ କୌଣସି ପ୍ରାଣହାନି ବା ସେଭଳି କିଛି କ୍ଷୟକ୍ଷତିର ଖବର ଏଯାଏ ମିଳିପାରିନାହିଁ। ଆମେରିକାର ଜିଓଲୋଜିକାଲ ସର୍ଭେରୁ ଜଣାପଡ଼ିଛି ବୋଙ୍ଗାଇଗାଓ ଜିଲ୍ଲାର ଅଭ୍ୟାସପୁରୀଠାରୁ ୧୬ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ଥିଲା। ଏହି ଭୂମିକମ୍ପର ପ୍ରଭାବ ଉତ୍ତର ପଶ୍ଚିମବଙ୍ଗର କିଛି ଜିଲ୍ଲା ଯଥା ଜଲପାଇଗୁଡ଼ି, କୁଚ୍‌ବେହାର ଏବଂ ଆଲିପୁରଦୁଆର ଆଦିରେ ମଧ୍ୟ ଅନୁଭୂତ ହୋଇଥିଲା।

assam

assam

Subrat Kumar Nayak
  • Published: Saturday, 08 February 2020
  • Updated: 08 February 2020, 09:47 PM IST

Sports

Latest News

ଗୁଆହାଟୀ: ଶନିବାର ସନ୍ଧ୍ୟାରେ ଆସାମ ଏବଂ ଏହାର ପଡ଼ୋଶୀ କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ କୌଣସି ପ୍ରାଣହାନି ବା ସେଭଳି କିଛି କ୍ଷୟକ୍ଷତିର ଖବର ଏଯାଏ ମିଳିପାରିନାହିଁ।

ଆମେରିକାର ଜିଓଲୋଜିକାଲ ସର୍ଭେରୁ ଜଣାପଡ଼ିଛି ବୋଙ୍ଗାଇଗାଓ ଜିଲ୍ଲାର ଅଭ୍ୟାସପୁରୀଠାରୁ ୧୬ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ଥିଲା।

ଏହି ଭୂମିକମ୍ପର ପ୍ରଭାବ ଉତ୍ତର ପଶ୍ଚିମବଙ୍ଗର କିଛି ଜିଲ୍ଲା ଯଥା ଜଲପାଇଗୁଡ଼ି, କୁଚ୍‌ବେହାର ଏବଂ ଆଲିପୁରଦୁଆର ଆଦିରେ ମଧ୍ୟ ଅନୁଭୂତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story