ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ପ୍ରଚାର ଉପରେ ରୋକ୍

ନୂଆଦିଲ୍ଲୀ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ। ଆଜି ସନ୍ଧ୍ୟା ୫ଟା ପାଖରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମଡ଼େଲ ଟାଉନ ବିଧାନସଭାର ବିଧାୟକ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଶାହିନ ବାଗକୁ ମିନି ପାକିସ୍ତାନ। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଭାରତ-ପାକିସ୍ତାନ ସହ ତୁଳନା କରି ଟୁଇଟ୍ କରିଥିଲେ ଆପ୍ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା […]

KAPIL MISHRA

KAPIL MISHRA

Subhransu Sekhar
  • Published: Saturday, 25 January 2020
  • Updated: 25 January 2020, 06:19 PM IST

Sports

Latest News

ନୂଆଦିଲ୍ଲୀ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ। ଆଜି ସନ୍ଧ୍ୟା ୫ଟା ପାଖରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମଡ଼େଲ ଟାଉନ ବିଧାନସଭାର ବିଧାୟକ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ଶାହିନ ବାଗକୁ ମିନି ପାକିସ୍ତାନ। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଭାରତ-ପାକିସ୍ତାନ ସହ ତୁଳନା କରି ଟୁଇଟ୍ କରିଥିଲେ ଆପ୍ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଏହି ନେତା। ନିର୍ବାଚନ କମିଶନ ଆଜି କପିଲ ମିଶ୍ରାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଜେପି ସ୍ୱାଗତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଯେଉଁଭଳି ଭାବରେ ନାରାବାଜି ହେଉଛି। ଏଭଳି ପ୍ରଚାର ଉପରେ ମଧ୍ୟ ରୋକ୍ ଲଗାଯିବା ଦରକାର ବୋଲି ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ କହିଛନ୍ତି।

https://twitter.com/AHindinews/status/1221021668228775936

ସୂଚନାଯୋଗ୍ୟ, କପିଲ ମିଶ୍ରା ଏଭଳି ବିବାଦୀୟ ଟୁଇଟ୍ କରିବା ପରେ ସେହି ଟୁଇଟକୁ ଡିଲିଟ୍ କରିବା ପାଇଁ ନିର୍ବାଚନ କମିଶନ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶୁକ୍ରବାର ରାତିରେ କପିଲ ମିଶ୍ରା ଟୁଇଟ୍ ଡିଲିଟ୍ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story