ଇଜିପ୍ଟରେ ସଂଘର୍ଷ: ୬ ମୃତ,୩ ଆହତ

କାଏରୋ: ଇଜିପ୍ଟର ରାଜଧାନୀ କାଏରୋ ନିକଟରେ ପୋଲିସ୍ ଓ ଗାଦିଚ୍ୟୁତ ରାଷ୍ଟ୍ରପତି ମହମ୍ମଦ ମୋରସିଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପବିତ୍ର ରମଜାନ ମାସର ଶେଷ ଦିବସରେ ପ୍ରାର୍ଥନା ଶେଷ ହେବା ପରେ ପୂର୍ବତନ ରାଷ୍ଟ୍ରପତି ମୋରସି ତଥା ବେଆଇନ ଘୋଷିତ ମୁସଲିମ୍ ବ୍ରଦରହୁଡ୍ ସଂଗଠନର ସପକ୍ଷରେ ଏହାର ସମର୍ଥକମାନେ ଧାରଣା ଦେଇଥିଲେ। ଆଉ ଏହି ଧାରଣା ବେଳେ ପୋଲିସ୍ ଓ ସମର୍ଥକଙ୍କ ମଧ୍ୟରେ […]

egypt

egypt

Rakesh Mallick
  • Published: Friday, 17 July 2015
  • Updated: 04 May 2017, 03:45 PM IST

Sports

Latest News

କାଏରୋ: ଇଜିପ୍ଟର ରାଜଧାନୀ କାଏରୋ ନିକଟରେ ପୋଲିସ୍ ଓ ଗାଦିଚ୍ୟୁତ ରାଷ୍ଟ୍ରପତି ମହମ୍ମଦ ମୋରସିଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପବିତ୍ର ରମଜାନ ମାସର ଶେଷ ଦିବସରେ ପ୍ରାର୍ଥନା ଶେଷ ହେବା ପରେ ପୂର୍ବତନ ରାଷ୍ଟ୍ରପତି ମୋରସି ତଥା ବେଆଇନ ଘୋଷିତ ମୁସଲିମ୍ ବ୍ରଦରହୁଡ୍ ସଂଗଠନର ସପକ୍ଷରେ ଏହାର ସମର୍ଥକମାନେ ଧାରଣା ଦେଇଥିଲେ। ଆଉ ଏହି ଧାରଣା ବେଳେ ପୋଲିସ୍ ଓ ସମର୍ଥକଙ୍କ ମଧ୍ୟରେ ହୋଇଥିଲା ସଂଘର୍ଷ। ପୋଲିସ୍ ଅଭିଯୋଗ କରିଛି ଯେ କିଛି ଅଜଣା ଦୁର୍ବୃତ୍ତ ବିକ୍ଷୋଭକାରୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଅନ୍ୟପକ୍ଷରେ ମୋରସି ଓ ମୁସଲିମ୍ ବ୍ରଦରହୁଡର ସମର୍ଥକମାନେ ଦାବି କରିଛନ୍ତି ଯେ ପୋଲିସ୍ ଯୋଗୁ ହିଁ ୬ ଜଣ ଲୋକଙ୍କ ଜୀବନ ଯାଇଛି। ପୋଲିସ୍ ପ୍ରଦର୍ଶନକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଏହି ଲୋକଙ୍କ ଜୀବନ ଚାଲିଗଲା।

୨୦୧୩ରେ ପୂର୍ବତନ ମୁସଲମାନ ରାଷ୍ଟ୍ରପତି  ମୋହାମେଦ ମୋରସିଙ୍କୁ ସେନା ପକ୍ଷରୁ ଗାଦିଚ୍ୟୁତ କରାଯାଇଥିଲା। ମୋରସିଙ୍କ ବିରୋଧରେ ବ୍ୟାପକ ଆନ୍ଦୋଳନ ପରେ ସେନା ପକ୍ଷରୁ ନିଆଯାଇଥିଲା ଏହି ପଦକ୍ଷେପ। ଏହା ପରଠାରୁ ମୁସଲିମ୍ ବ୍ରଦରହୁଡର ବିକ୍ଷୋଭ କମି ଯାଇଥିଲା। ତେବେ ମୋରସିଙ୍କ କିଛି ସମର୍ଥକ ବେଳେ ବେଳେ ଛୋଟମୋଟ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ମୁସଲିମ୍ ବ୍ରଦରହୁଡ୍ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସଂଗଠନର ହଜାର ହଜାର ସମର୍ଥକଙ୍କୁ ଜେଲରେ ଭର୍ତ୍ତି କରି ଦିଆଯାଇଛି। ସେହିପରି ପୂର୍ବତନ ରାଷ୍ଟ୍ରପତି ମୋରସିଙ୍କ ସମେତ ଏହି ସଂଗଠନର ଶତାଧିକ ସମର୍ଥକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story