ଅକ୍ଟୋବରରେ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ଜମ୍ମୁକଶ୍ମୀରର ବିଧାନସଭା ନିର୍ବାଚନ ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ହରିଆଣାର ନିର୍ବାଚନ ସହିତ ହେବ ବୋଲି ଆଜି ଘୋଷଣା କରାଯାଇଛି। ଏହି ୩ଟି ରାଜ୍ୟରେ ଅକ୍ଟୋବର ବେଳକୁ ଏହି ନିର୍ବାଚନ ହେବ। ଏହି ସମୟରେ ହିଁ ଜମ୍ମୁକଶ୍ମୀରରେ ନିର୍ବାଚନ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଏଠାରେ ବିଜେପି ଏବଂ ପିଡିପିର ମେଣ୍ଟ ସରକାର ଥିଲା। ତେବେ ବିଜେପି ମେଣ୍ଟ ସରକାରରୁ ଓହରିବା ପରେ ୨୦୧୮ ମସିହା ଜୁନ୍‌ […]

kashmir

kashmir

Subrat Kumar Nayak
  • Published: Monday, 29 July 2019
  • Updated: 29 July 2019, 10:18 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ଜମ୍ମୁକଶ୍ମୀରର ବିଧାନସଭା ନିର୍ବାଚନ ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ହରିଆଣାର ନିର୍ବାଚନ ସହିତ ହେବ ବୋଲି ଆଜି ଘୋଷଣା କରାଯାଇଛି। ଏହି ୩ଟି ରାଜ୍ୟରେ ଅକ୍ଟୋବର ବେଳକୁ ଏହି ନିର୍ବାଚନ ହେବ। ଏହି ସମୟରେ ହିଁ ଜମ୍ମୁକଶ୍ମୀରରେ ନିର୍ବାଚନ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ପୂର୍ବରୁ ଏଠାରେ ବିଜେପି ଏବଂ ପିଡିପିର ମେଣ୍ଟ ସରକାର ଥିଲା। ତେବେ ବିଜେପି ମେଣ୍ଟ ସରକାରରୁ ଓହରିବା ପରେ ୨୦୧୮ ମସିହା ଜୁନ୍‌ ୨୦ ପରଠାରୁ ଏଠାରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା। ଏହାର ୬ ମାସ ପରେ ରାଜ୍ୟ ଏବଂ କେନ୍ଦ୍ରର ସମ୍ବିଧାନ ଅନୁଯାୟୀ ଏଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା।

୨୦୧୮ ନଭେମ୍ବର ୨୧ରେ ରାଜ୍ୟପାଳ ସତ୍ୟପାଲ ମଲିକ ୮୭ ସଦସ୍ୟ ବିଶିଷ୍ଟ ଜମ୍ମୁକଶ୍ମୀର ବିଧାନସଭା ଭାଙ୍ଗିଦେଇଥିଲେ। ଏହା ପୂର୍ବରୁ ପିଡିପି କଂଗ୍ରେସ ଏବଂ ନ୍ୟାସନାଲ କନ୍‌ଫରେନ୍ସର ସହଯୋଗରେ ସରକାର ଗଠନ ପାଇଁ ପ୍ରୟାସ କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story