ନିର୍ବାଚନୀ ବଣ୍ଡ ସ୍ଥଗିତ କଲେନି ସୁପ୍ରିମ କୋର୍ଟ, ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନୀ ବଣ୍ଡ ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଜାରି କରି ନାହାନ୍ତି ସୁପ୍ରିମ କୋର୍ଟ। ନିର୍ବାଚନୀ ସଂସ୍କାର ଉପରେ କାର୍ଯ୍ୟ କରୁଥିବା ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ତରଫରୁ ଏହି ଦାବିରେ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। କୋର୍ଟ ନିର୍ବାଚନୀ ବଣ୍ଡ ଉପରେ ସ୍ଥଗିତାଦେଶ ଜାରି କରି ନଥିଲେ ବି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଆବେଦନକାରୀଙ୍କ ଅଭିଯୋଗର ଜବାବ ଦେବାକୁ କେନ୍ଦ୍ର […]

SUPREMECOURT

SUPREMECOURT

Subhransu Sekhar
  • Published: Monday, 20 January 2020
  • Updated: 20 January 2020, 05:09 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନୀ ବଣ୍ଡ ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଜାରି କରି ନାହାନ୍ତି ସୁପ୍ରିମ କୋର୍ଟ। ନିର୍ବାଚନୀ ସଂସ୍କାର ଉପରେ କାର୍ଯ୍ୟ କରୁଥିବା ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ତରଫରୁ ଏହି ଦାବିରେ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। କୋର୍ଟ ନିର୍ବାଚନୀ ବଣ୍ଡ ଉପରେ ସ୍ଥଗିତାଦେଶ ଜାରି କରି ନଥିଲେ ବି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଆବେଦନକାରୀଙ୍କ ଅଭିଯୋଗର ଜବାବ ଦେବାକୁ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ ନୋଟିସ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ ଏ ଦୁଇ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନୀ ବଣ୍ଡ ଉପରେ ରୋକ୍ ଲଗାଇବା ପାଇଁ ଏଡିଆର ନାମକ ଏନଜିଓ ସଂସ୍ଥା ଏକ ଆବେଦନ କରିଥିଲା। ସୁପ୍ରିମକୋର୍ଟରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏଡିଆର ତରଫରୁ ପକ୍ଷ ରଖିଥିଲେ। ଏହି ଆବେଦନର ଶୁଣାଣି ଶୀଘ୍ର ହେଉ ବୋଲି ସେ ଦାବି କରିଥିଲେ। ନିର୍ବାଚନୀ ବଣ୍ଡ ମାଧ୍ୟମରେ ହଜାର ହଜାର କୋଟିର କଳାଟଙ୍କା ଏହି ନିର୍ବାଚନୀ ବଣ୍ଡ ମାଧ୍ୟମରେ ଧଳା ହେବ ବୋଲି ଏଡିଆର ଦର୍ଶାଇଥିଲା। ଏମିତିକି ଆରବିଆଇ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବାଦ୍ ଦିଆଯାଇଛି ବୋଲି ଏଡିଆର ଯୁକ୍ତି ଦର୍ଶାଇଛି।

ନିର୍ବାଚନୀ ବଣ୍ଡ ମାଧ୍ୟମରେ ୬ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି। ଯାହାକୁ ନିର୍ବାଚନ କମିଶନ ଏବଂ ଆରବିଆଇ ଆପତ୍ତି ଉଠାଇଛନ୍ତି ବୋଲି ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି।

ମାମଲାର ଶୁଣାଣି କରୁଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ପ୍ରଶାନ୍ତ ଭୂଷଣଙ୍କୁ କହିଥିଲେ, ‘ପୂର୍ବରୁ କୁଆଡ଼େ ଯାଇଥିଲ, ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ହଠାତ୍ କାହିଁକି ଏହି ପ୍ରସଙ୍ଗ ଉଠାଯାଉଛି’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story