ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

ଜୟପୁର: ଗୋଟିଏ ପରିବାରର ୧୧ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଏକ ନଳକୂପ ନିକଟରୁ ୧୧ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ରାଜସ୍ଥାନର ଯୋଧପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ସମସ୍ତେ ପାକିସ୍ତାନ ଶରଣାର୍ଥୀ ବୋଲି ଜଣାପଡ଼ିଛି। ପୁଲିସ ଏବେ ଉଭୟ ହତ୍ୟା ଏବଂ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକ ମାନେ ସମସ୍ତେ ହିନ୍ଦୁ ସମ୍ପ୍ରଦାୟର ଥିଲେ ବୋଲି ଜଣାପଡ଼ିଛି। ଯୋଧପୁର ଅଞ୍ଚଳର ହରିଦାସୋତା ଗାଁ ନିକଟରେ ଥିବା […]

Deatfh_Picture

Deatfh_Picture

Subhransu Sekhar
  • Published: Sunday, 09 August 2020
  • Updated: 09 August 2020, 06:39 PM IST

Sports

Latest News

ଜୟପୁର: ଗୋଟିଏ ପରିବାରର ୧୧ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଏକ ନଳକୂପ ନିକଟରୁ ୧୧ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ରାଜସ୍ଥାନର ଯୋଧପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ସମସ୍ତେ ପାକିସ୍ତାନ ଶରଣାର୍ଥୀ ବୋଲି ଜଣାପଡ଼ିଛି। ପୁଲିସ ଏବେ ଉଭୟ ହତ୍ୟା ଏବଂ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକ ମାନେ ସମସ୍ତେ ହିନ୍ଦୁ ସମ୍ପ୍ରଦାୟର ଥିଲେ ବୋଲି ଜଣାପଡ଼ିଛି।

ଯୋଧପୁର ଅଞ୍ଚଳର ହରିଦାସୋତା ଗାଁ ନିକଟରେ ଥିବା ଏକ ନଳକୂଅ ପାଖରୁ ୧୧ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ପରିବାରର ମୁଖିଆ ବୃଦ୍ଧାରମ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ୫ ବର୍ଷ ପୂର୍ବରୁ ପାକିସ୍ତାନରୁ ଆସିଥିଲେ ବୋଲି ଜଣାପଡ଼ିଛି। ଯୋଧପୁରରେ ଥିବା ଏକ ଜମିରେ ସମସ୍ତେ ଚାଷ କାମ କରୁଥିଲେ ବୋଲି ଜଣାପଡ଼ିଛି। ଏକା ସାଙ୍ଗରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର ହେବା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତିକି ଏହି ଶରଣାର୍ଥୀଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story