ଆତଙ୍କବାଦ ବିରୋଧରେ ଏକାଠି ହେଲେ ସବୁ ଦଳ

ନୂଆଦିଲ୍ଲୀ: ଗୁରୁବାର ପୁଲ୍‌ୱାମାଠାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଡାକରାରେ ସର୍ବଦଳୀୟ କମିଟିର ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଏହି ବୈଠକରେ ପୁଲ୍‌ୱାମା ଆକ୍ରମଣକୁ କଡ଼ା ନିନ୍ଦା କରାଯିବା ସହିତ ସୀମାପାରରୁ ଯେଉଁଭଳି ଭାବରେ ଆତଙ୍କବାଦକୁ ସମର୍ଥନ ମିଳୁଛି ତାହାକୁ ମଧ୍ୟ ନିନ୍ଦା କରାଯାଇଛି। ଏହାକୁ ଏକ ଘୃଣ୍ୟ ଆକ୍ରମଣ କୁହାଯିବା ସହ ଏହି ସଂକଳ୍ପରେ କୁହାଯାଇଛି, ଭାରତ ସୀମାପାର ଆତଙ୍କବାଦକୁ ନେଇ ଗତ ୩ ଦଶନ୍ଧି […]

rajanth

rajanth

Subrat Kumar Nayak
  • Published: Saturday, 16 February 2019
  • Updated: 16 February 2019, 04:15 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ପୁଲ୍‌ୱାମାଠାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଡାକରାରେ ସର୍ବଦଳୀୟ କମିଟିର ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଏହି ବୈଠକରେ ପୁଲ୍‌ୱାମା ଆକ୍ରମଣକୁ କଡ଼ା ନିନ୍ଦା କରାଯିବା ସହିତ ସୀମାପାରରୁ ଯେଉଁଭଳି ଭାବରେ ଆତଙ୍କବାଦକୁ ସମର୍ଥନ ମିଳୁଛି ତାହାକୁ ମଧ୍ୟ ନିନ୍ଦା କରାଯାଇଛି।

ଏହାକୁ ଏକ ଘୃଣ୍ୟ ଆକ୍ରମଣ କୁହାଯିବା ସହ ଏହି ସଂକଳ୍ପରେ କୁହାଯାଇଛି, ଭାରତ ସୀମାପାର ଆତଙ୍କବାଦକୁ ନେଇ ଗତ ୩ ଦଶନ୍ଧି ଧରି ସଂଘର୍ଷ କରିଆସୁଛି। ସୀମା ଆରପାରିରୁ ଆତଙ୍କବାଦକୁ ସମର୍ଥନ ମିଳୁଥିବାରୁ ଏହାର ପ୍ରକୋପ ବଢ଼ିବାରେ ଲାଗିଛି। ଏଭଳି ଆହ୍ୱାନକୁ ଆମ ଦେଶ ନିରନ୍ତର ମୁକାବିଲା କରିଆସିଛି। ଦେଶର ଅଖଣ୍ଡତା ବଜାୟ ରଖିବାରେ ଏବଂ ଆତଙ୍କବାଦୀଙ୍କ ମୁକାବିଲାରେ ଅଦମ୍ୟ ସାହସ ଦେଖାଇଆସିଥିବା ଆମ ବୀର ଯବାନମାନଙ୍କ ସମର୍ଥନରେ ଆମେ ସମସ୍ତେ ଏକାଠି ଅଛୁ।

ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ କହିଥିଲେ, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମସ୍ତ ବିରୋଧୀ ଦଳ ସରକାରଙ୍କ ସହିତ ଅଛନ୍ତି। ଏନେଇ ଆମେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଆଲୋଚନା ମଧ୍ୟ କରିଛୁ।

ସେ ଆହୁରି ମଧ୍ୟ କହିଥିଲେ ଯେ, ୧୯୪୭ ପରଠାରୁ କଶ୍ମୀରରେ ଆମେ ସବୁଠାରୁ ଅଧିକ ସଂଖ୍ୟାରେ ଯବାନଙ୍କୁ ହରାଇଛୁ। ସମସ୍ତ ଦଳ, ରାଜନେତା ଏବଂ ଧର୍ମ ଓ ଅଞ୍ଚଳ ନିର୍ବିଶେଷରେ ସମସ୍ତଙ୍କୁ ପୁଲୱାମା ଆକ୍ରମଣ ଘଟଣା ଆଘାତ ପହଞ୍ଚାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story