ପ୍ରବାସୀ ଭୋଟରଙ୍କ ପାଇଁ ଇସି ଆଣିବେ ନୂଆ ଟେକ୍ନୋଲଜି

ନୂଆଦିଲ୍ଲୀ: ନିର୍ବାଚନ ଆସିଲେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଟାମ୍ପରିଂ ଅଭିଯୋଗ ଶୁଣିବାକୁ ମିଳେ। ଦିଲ୍ଲୀ ବିଧାନସଭା ପାଇଁ ଫେବୃଆରୀ ୮ରେ ଭୋଟିଂ ସରିବା ପରେ ଆମ୍ ଆଦମୀ ପାର୍ଟି ଓ ଅନ୍ୟାନ୍ୟ ଦଳ ମଧ୍ୟ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଖାଲି ଇଭିଏମ ନୁହଁ ନିର୍ବାଚନ କମିଶନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ବିରୋଧୀ ଅନେକ ପ୍ରଶ୍ନ ଉଠାଇଥାନ୍ତି। ଦିଲ୍ଲୀରେ ଏକ ଇଂରାଜୀ ଟିଭି ଚ୍ୟାନେଲର ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ […]

evm1

evm1

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 09:11 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ଆସିଲେ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଟାମ୍ପରିଂ ଅଭିଯୋଗ ଶୁଣିବାକୁ ମିଳେ। ଦିଲ୍ଲୀ ବିଧାନସଭା ପାଇଁ ଫେବୃଆରୀ ୮ରେ ଭୋଟିଂ ସରିବା ପରେ ଆମ୍ ଆଦମୀ ପାର୍ଟି ଓ ଅନ୍ୟାନ୍ୟ ଦଳ ମଧ୍ୟ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଖାଲି ଇଭିଏମ ନୁହଁ ନିର୍ବାଚନ କମିଶନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ବିରୋଧୀ ଅନେକ ପ୍ରଶ୍ନ ଉଠାଇଥାନ୍ତି। ଦିଲ୍ଲୀରେ ଏକ ଇଂରାଜୀ ଟିଭି ଚ୍ୟାନେଲର ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି।

ଇଭିଏମ କେବେ ଟ୍ୟାମ୍ପରିଂ ହୋଇପାରିବ ନାହିଁ। ଦୀର୍ଘ ୨୦ ବର୍ଷ ହେବ ନିର୍ବାଚନ ବେଳେ ଇଭିଏମ ବ୍ୟବହାର ହୋଇ ଆସୁଛି। ବାଲଟ ପେପର ଜରିଆରେ ଭୋଟିଂ ବ୍ୟବସ୍ଥାକୁ ପୁଣିଥରେ ଫେରିବା ଅସମ୍ଭବ। ଆଗାମୀ ଦିନରେ ଏହି ଇଭିଏମ ଜରିଆରେ ହିଁ ନିର୍ବାଚନ ହେବ ବୋଲି ସୁନୀଲ ଆରୋରା ସ୍ପଷ୍ଟ କରିଛନ୍ତି।

ସେହିପରି ଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ନେଇ ଜଣେ ପ୍ରଶ୍ନ କରିଥିଲେ। ଏହାର ଜବାବ ରଖିବାକୁ ଯାଇ ସେ କହିଛନ୍ତି, ରାଜନୀତିକ ବ୍ୟକ୍ତିମାନେ ବିଚାରବିମର୍ଶ କରି ଏହି ନିଷ୍ପତ୍ତି ନେବେ। ଯଦି ଏକା ସାଙ୍ଗରେ ନିର୍ବାଚନ ହେବା ପାଇଁ ନିଷ୍ପତ୍ତି ନିଆଯିବ ତାହେଲେ ନିର୍ବାଚନ କମିଶନ ମଧ୍ୟ କାର୍ଯ୍ୟକାରୀ କରିବ।

ସେ ଆହୁରି କହିଛନ୍ତି, ନିର୍ବାଚନ କମିଶନ ଆଇଆଇଟି-ମାଡ୍ରାସ ସହ ମିଶି ଏକ ‘ବ୍ଲକ ଚେନ୍’ ତିଆରି କରୁଛନ୍ତି। ଏହି ଟବ୍ଲକ ଚେନ୍’ ତିଆରି ହୋଇଗଲେ ଜଣେ ରାଜସ୍ଥାନର ବ୍ୟକ୍ତି ଚେନ୍ନାଇରେ ଥାଇ ଭୋଟ୍ ଦେଇପାରିବ। ଏହାର ଅର୍ଥ ନୁହେଁ ଜଣେ ଘରେ ରହି ବୁଥକୁ ଭୋଟ ଦେବା ପାଇଁ ଆସିବେନି ବୋଲି ସେ କହିଛନ୍ତି। ଏଥିପାଇଁ କିନ୍ତୁ ଏ ସଂକ୍ରାନ୍ତ ଆଇନରେ ପରିବର୍ତ୍ତନ ହେବା ଦରକାର ବୋଲି ସୁନୀଲ ଆରୋରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story