ସିବିଆଇ ସମନକୁ ଫୁ କଲେ ଶରଧା ଚିଟଫଣ୍ଡ ମାମଲାର ଏସଆଇଟି ତଦନ୍ତ ଅଧିକାରୀ ରାଜୀବ କୁମାର!

କୋଲକାତା: ଶରଧା ଚିଟଫଣ୍ଡ ମାମଲାର ପୂର୍ବତନ ତଦନ୍ତ ଅଧିକାରୀ ତଥା କୋଲକାତାର ପୂର୍ବତନ ପୁଲିସ କମିଶନର ସିବିଆଇର ସମନକୁ ଫୁ କରିଛନ୍ତି। ଗତକାଲି କଲିକତା ହାଇକୋର୍ଟ ରାଜୀବ କୁମାର ଅନ୍ତରୀଣ ଗିରଫଦାରୀ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ରାଜୀବ କୁମାରଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା ହାଜର ହେବା ପାଇଁ ଗତକାଲି ସିବିଆଇ ସମନ୍ କରିଥିଲା। କୋଲକାତାର ସିଜିଓ କମ୍ପଲେକ୍ସରେ ସିବିଆଇ ଅଧିକାରୀ କିଛି ପ୍ରଶ୍ନ ପତ୍ର ସହ ରାଜୀବ କୁମାରଙ୍କୁ ପଚରାଉଚରା କରିବା ପାଇଁ ଅପେକ୍ଷା […]

mamata banargee with rajeev kumar

mamata banargee with rajeev kumar

Subhransu Sekhar
  • Published: Saturday, 14 September 2019
  • Updated: 14 September 2019, 05:37 PM IST

Sports

Latest News

କୋଲକାତା: ଶରଧା ଚିଟଫଣ୍ଡ ମାମଲାର ପୂର୍ବତନ ତଦନ୍ତ ଅଧିକାରୀ ତଥା କୋଲକାତାର ପୂର୍ବତନ ପୁଲିସ କମିଶନର ସିବିଆଇର ସମନକୁ ଫୁ କରିଛନ୍ତି। ଗତକାଲି କଲିକତା ହାଇକୋର୍ଟ ରାଜୀବ କୁମାର ଅନ୍ତରୀଣ ଗିରଫଦାରୀ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ରାଜୀବ କୁମାରଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା ହାଜର ହେବା ପାଇଁ ଗତକାଲି ସିବିଆଇ ସମନ୍ କରିଥିଲା। କୋଲକାତାର ସିଜିଓ କମ୍ପଲେକ୍ସରେ ସିବିଆଇ ଅଧିକାରୀ କିଛି ପ୍ରଶ୍ନ ପତ୍ର ସହ ରାଜୀବ କୁମାରଙ୍କୁ ପଚରାଉଚରା କରିବା ପାଇଁ ଅପେକ୍ଷା କରିଥିଲେ। ହେଲେ ସେ କିମ୍ୱା ତାଙ୍କର କୌଣସି ପ୍ରତିନିଧି ସିବିଆଇ ଅଫିସରେ ହାଜର ହୋଇ ନଥିଲେ।

ଏହି ସମୟରେ କୋଲକାତାର ବିଜେପି ସଭାପତି ଦିଲ୍ଲୀପ ଘୋଷ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଗିରଫ ହୋଇଥିବା କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ସହ ତୁଳନା କରିଛନ୍ତି। ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଖାରଜ ହେବା ପରେ ସେ ମଧ୍ୟ ସିବିଆଇ ତଦନ୍ତର ସହଯୋଗ କରିନଥିଲେ ବୋଲି ଦିଲୀପ କହିଛନ୍ତି।

ତେବେ ରାଜୀବ କୁମାର ଜଣ ଅଭିଜ୍ଞ ଆଇପିଏସ ଅଫିସର। ସେ ଆଇନକୁ ଭଲ ଭାବରେ ଜାଣିଛନ୍ତି। ତେଣୁ ସିବିଆଇକୁ ତଦନ୍ତରେ ସହଯୋଗ କରିବେ ବୋଲି ସେ ଆଶା ରଖିଛନ୍ତି। ଏହାଦ୍ୱାରା ଶରଧା ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀ ନ୍ୟାୟ ପାଇବେ ବୋଲି ଦିଲ୍ଲୀପ କହିଛନ୍ତି।

ସୂଚନାଯୋଗ୍ୟ, ଶରଧା ଚିଟଫଣ୍ଡର ଦୁର୍ନୀତି ଅଭିଯୋଗ ଆସିବା ପରେ ପଶ୍ଚିମବଙ୍ଗର ମମତା ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାର ନେତୃତ୍ୱ ସେତେବେଳେ ଆଇପିଏସ ଅଫିସର ରାଜୀବ କୁମାର ନେଇଥିଲେ। ତଦନ୍ତ ବେଳେ ରାଜୀବ କୁମାର ଅନେକ ଦୋଷୀଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିଦେଇଥିବା ଅଭିଯୋଗ ରହିଛି। ସୁପ୍ରିମକୋର୍ଟ ଏହି ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେବା ପରେ ରାଜୀବ କୁମାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା।

ଏହାପରେ ସିବିଆଇ ସିଲଂ କାର୍ଯ୍ୟାଳୟରେ ରାଜୀବ କୁମାରଙ୍କୁ ପଚରାଉଚରା କରି ପ୍ରମାଣ ନଷ୍ଚ କରିଥିବା ଅଭିଯୋଗର ଅଭିଯୁକ୍ତ ଦର୍ଶାଇଥିଲା। ଏଥିସହ ରାଜୀବଙ୍କୁ ଗିରଫ ନ କରିବାକୁ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ହେଲେ ସିବିଆଇ ପଚରାଉଚରା କରିବା ପରେ ଯେଉଁସବୁ ପ୍ରମାଣ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ତାହାକୁ ଆଧାର କରି ସର୍ବୋଚ୍ଚ କୋର୍ଟ ଗିରଫଦାରୀ ଉପରେ ରୋକ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ୭ ଦିନ ମଧ୍ୟରେ କଲିକତା ହାଇକୋର୍ଟରୁ ଜାମିନ୍ ପାଇଁ ରାଜୀବ କୁମାର ଆବେଦନ କରିପାରିବେ ବୋଲି ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ହାଇକୋର୍ଟ ମେ ୩୦ରେ ରାଜୀବ କୁମାରଙ୍କୁ ଗିରଫଦାରୀରୁ ବର୍ତ୍ତିବା ପାଇଁ ସୁରକ୍ଷା ଯୋଗାଇ ଦେଇଥିଲେ। ଶେଷରେ ଗତକାଲି ଏହି ହାଇକୋର୍ଟ ତାଙ୍କ ସୁରକ୍ଷା ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ଏବେ ଯେକୌଣସି ସମୟରେ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିପାରିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପଶ୍ଚିମବଙ୍ଗ ସିଆଇଡିର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ରାଜୀବ କୁମାର ପୂର୍ବରୁ କୋଲକାତା ପୁଲିସ୍‌ କମିଶନର ଭାବେ କାର୍ଯ୍ୟ କରୁଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବରେ ଆଇପିଏସ ଅଫିସର ରାଜୀବ କୁମାର ପରିଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story