JEE Main ଏବଂ NEET 2020 ଘୁଞ୍ଚିବନି, ୬ ରାଜ୍ୟଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୬ ଟି ଅଣ-ବିଜେପି ରାଜ୍ୟଙ୍କ ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏହି ପିଟିସନରେ ଜେଇଇ ମେନ୍ ଏବଂ ଏନ୍ଇଇଟି ପରୀକ୍ଷା ଘୁଞ୍ଚାଇବାକୁ ଆବେଦନ ହୋଇଥିଲା। ଗତ ଅଗଷ୍ଟ ୧୭ ତାରିଖରେ ଏହି ପରୀକ୍ଷା ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟର ରିଭ୍ୟୁ ପାଇଁ ୧୭ ଆବେଦନ କରାଯାଇଥିଲା । ପଶ୍ଚିମବଙ୍ଗ, ଝାରଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟର ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ ଯେ, ୨ ଥର ଘୁଞ୍ଚିବା ପରେ ଗତ […]

JEE-NEET

JEE-NEET

Subrat Kumar Nayak
  • Published: Friday, 04 September 2020
  • Updated: 04 September 2020, 03:50 PM IST

Sports

Latest News

ନୂଆଦିଲ୍ଲୀ: ୬ ଟି ଅଣ-ବିଜେପି ରାଜ୍ୟଙ୍କ ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏହି ପିଟିସନରେ ଜେଇଇ ମେନ୍ ଏବଂ ଏନ୍ଇଇଟି ପରୀକ୍ଷା ଘୁଞ୍ଚାଇବାକୁ ଆବେଦନ ହୋଇଥିଲା। ଗତ ଅଗଷ୍ଟ ୧୭ ତାରିଖରେ ଏହି ପରୀକ୍ଷା ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟର ରିଭ୍ୟୁ ପାଇଁ ୧୭ ଆବେଦନ କରାଯାଇଥିଲା ।

ପଶ୍ଚିମବଙ୍ଗ, ଝାରଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟର ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୂଚନାଯୋଗ୍ୟ ଯେ, ୨ ଥର ଘୁଞ୍ଚିବା ପରେ ଗତ ସେପ୍ଟେମ୍ବର ୧ ତାରିଖରୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି। ଏହା ପୂର୍ବରୁ ୧୧ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ଏବଂ ଏନ୍ଇଇଟି ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଏହାକୁ ଖାରଜ କରିବା ସହ ପରୀକ୍ଷା କରାଇବା ପାଇଁ କେନ୍ଦ୍ରକୁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story