ଲାଇଭ ଆଙ୍କରିଂ ବେଳେ କ୍ରେନ୍‌ରୁ ଖସି ପଡିଲେ ମହିଳା ଆଙ୍କର

<p>[vc_row][vc_column][vc_video link=&quot; ଆଙ୍କରିଂ କରିବା ସହଜ ନୁହେଁ। ଯଦି ଲାଇଭ୍&zwnj; ଆଙ୍କରିଂ ହେଉଥିବ ତେବେ ସତର୍କତା ନିହାତି ଆବଶ୍ୟକ। ନ ହେଲେ କିଛି ବି ଅଘଟଣ ଘଟିପାରେ। ଲାଇଭ୍&zwnj; ଆଙ୍କରିଂ ବେଳେ ଏପରି ଏକ ଘଟଣା ଘଟିଛି ପାକିସ୍ତାନରେ। ଜଣେ ମହିଳା ଟିଭି ଆଙ୍କର ଲାଇଭ୍&zwnj; ଶୋ&rsquo;ରେ ଆଙ୍କରିଂ କରୁଥିବା ବେଳେ କ୍ରେନ୍&zwnj;ରୁ ଖସି ପଡିଛନ୍ତି। ତେବେ ତାଙ୍କର ବେଶି କିଛି କ୍ଷତି ହୋଇନାହିଁ।</p> <p>ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି।[/vc_column_text][/vc_column][/vc_row]</p>

Ordigital Desk
  • Published: Wednesday, 28 June 2017
  • Updated: 28 June 2017, 10:28 AM IST

Sports

Latest News

<p>[vc_row][vc_column][vc_video link=&quot; ଆଙ୍କରିଂ କରିବା ସହଜ ନୁହେଁ। ଯଦି ଲାଇଭ୍&zwnj; ଆଙ୍କରିଂ ହେଉଥିବ ତେବେ ସତର୍କତା ନିହାତି ଆବଶ୍ୟକ। ନ ହେଲେ କିଛି ବି ଅଘଟଣ ଘଟିପାରେ। ଲାଇଭ୍&zwnj; ଆଙ୍କରିଂ ବେଳେ ଏପରି ଏକ ଘଟଣା ଘଟିଛି ପାକିସ୍ତାନରେ। ଜଣେ ମହିଳା ଟିଭି ଆଙ୍କର ଲାଇଭ୍&zwnj; ଶୋ&rsquo;ରେ ଆଙ୍କରିଂ କରୁଥିବା ବେଳେ କ୍ରେନ୍&zwnj;ରୁ ଖସି ପଡିଛନ୍ତି। ତେବେ ତାଙ୍କର ବେଶି କିଛି କ୍ଷତି ହୋଇନାହିଁ।</p><p>ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି।[/vc_column_text][/vc_column][/vc_row]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos