ଅଗ୍ନିକାଣ୍ଡରେ ଜଳିଗଲା ‘ମେକ୍ ଇନ୍ ଇଣ୍ଡିଆ’ ପେଣ୍ଡାଲ୍‌

ମୁମ୍ବାଇ: ମୁମ୍ବାଇରେ ଚାଲିଥିବା ‘ମେକ୍ ଇନ୍ ଇଣ୍ଡିଆ’ ୱିକ୍ କାର୍ଯ୍ୟକ୍ରମରେ ରବିବାର ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏଥିରେ ‘ମେକ୍ ଇନ୍ ଇଣ୍ଡିଆ’ର ପେଣ୍ଡାଲ୍ ପୂରାପୂରି ଜଳି ପାଉଁଶ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଷ୍ଟେଜ୍‌ରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ପୁରା ଷ୍ଟେଜ୍‌କୁ ନିଆଁ ବ୍ୟାପିଯିବା ସହ ପେଣ୍ଡାଲ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ସୌଭାଗ୍ୟକୁ ମଞ୍ଚରେ ଥିବା କଳାକାର ଏବଂ ଅତିଥି ବର୍ତ୍ତିଯାଇଛନ୍ତି। ୧୧ଟି ଦମକଳ ପ୍ରାୟ ଅଧାଘଣ୍ଟା ଧରି ସଂଘର୍ଷ କରିବା […]

fire at make in india- stage

fire at make in india- stage

Rakesh Mallick
  • Published: Sunday, 14 February 2016
  • Updated: 14 February 2016, 04:03 PM IST

Sports

Latest News

ମୁମ୍ବାଇ: ମୁମ୍ବାଇରେ ଚାଲିଥିବା ‘ମେକ୍ ଇନ୍ ଇଣ୍ଡିଆ’ ୱିକ୍ କାର୍ଯ୍ୟକ୍ରମରେ ରବିବାର ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏଥିରେ ‘ମେକ୍ ଇନ୍ ଇଣ୍ଡିଆ’ର ପେଣ୍ଡାଲ୍ ପୂରାପୂରି ଜଳି ପାଉଁଶ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଷ୍ଟେଜ୍‌ରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ପୁରା ଷ୍ଟେଜ୍‌କୁ ନିଆଁ ବ୍ୟାପିଯିବା ସହ ପେଣ୍ଡାଲ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ସୌଭାଗ୍ୟକୁ ମଞ୍ଚରେ ଥିବା କଳାକାର ଏବଂ ଅତିଥି ବର୍ତ୍ତିଯାଇଛନ୍ତି। ୧୧ଟି ଦମକଳ ପ୍ରାୟ ଅଧାଘଣ୍ଟା ଧରି ସଂଘର୍ଷ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳେ ପୂରା ପେଣ୍ଡାଲ ପୋଡି ଛାରଖାର ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଷ୍ଟେଜ ତଳୁ ନିଆଁ ଲାଗିଥିବା କୁହାଯାଉଛି।

ଅଗ୍ନିକାଣ୍ଡ ସମୟରେ ମଞ୍ଚ ନିକଟରେ ମହାରାଷ୍ଟ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବଲିଉଡ୍ ଅଭିନେତା, ଅଭିନେତ୍ରୀ ଓ କଳାକାର ଉପସ୍ଥିତି ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦେଶ ବିଦେଶର ବହୁ ପ୍ରତିନିଧୀ ବି ଉପସ୍ଥିତି ଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇନାହାନ୍ତି ବୋଲି  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story