ଦିଲ୍ଲୀ ଏମ୍ସରେ ନିଆଁ, ଘଟଣାସ୍ଥଳରେ ୪ ଦମକଳ ବାହିନୀ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଅପରେସନ ଥିଏଟରରେ ନିଆଁ ଲାଗିଯାଇଛି। ଅନେକ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ୪ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ଥିବା ଜଣାପଡ଼ିଛି। ତେବେ ଚିକିତ୍ସିତ ରୋଗୀଙ୍କୁ ଅନ୍ଯତ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ତେବେ ନିଆଁ କିଭଳି ଲାଗିଲା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

AIIMS

Subhransu Sekhar
  • Published: Sunday, 24 March 2019
  • , Updated: 24 March 2019, 07:18 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଅପରେସନ ଥିଏଟରରେ ନିଆଁ ଲାଗିଯାଇଛି। ଅନେକ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ୪ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ଥିବା ଜଣାପଡ଼ିଛି।

ତେବେ ଚିକିତ୍ସିତ ରୋଗୀଙ୍କୁ ଅନ୍ଯତ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ତେବେ ନିଆଁ କିଭଳି ଲାଗିଲା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Related story