ଜିଏସଟି ଭବନରେ ନିଆଁ
ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଥିବା ଜିଏସଟି ଭବନରେ ଆଜି ଅପରାହ୍ନରେ ଭୟଙ୍କର ନିଆଁ ଲାଗିଛି। ଜିଏସଟି ଭବନର ୮ମ ମହଲାରେ ଏହି ନିଆଁ ଲାଗିଛି। ନିଆଁ ଲାଗିବା ସମୟରେ ଅନେକ ଲୋକ କୋଠାରେ ଥିବାରୁ ଫଶି ହୋଇ ରହିଛନ୍ତି। ଘଟଣାସ୍ଥଳରେ ୮ଟି ଫାୟାର ଇଞ୍ଜିନ ଏବଂ ଓ୍ୱାଟର ଟ୍ୟାଙ୍କର ଟିମ୍ ନିଆଁ ଲିଭା କାମରେ ନିୟୋଜିତ ରହିଛନ୍ତି।
Mumbai: A level III fire has broken out in GST Bhavan, in Mazgaon area. Fire fighting operation underway. pic.twitter.com/emwiYKRwyh
— ANI (@ANI) February 17, 2020
କୋଠାରେ ଫଶି ହୋଇ ରହିଥିବା ଲୋକଙ୍କୁ ଦମକଳ ବାହିନୀର ଟିମ୍ ଉଦ୍ଧାର କରୁଥିବା ସୂଚନା ରହିଛି। ହେଲେ ଏଯାବାତ କେହି ମୃତାହତ ହୋଇନଥିବା ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।