ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ୪ ଆହତ

ଭାଇଜାଗ: ବିଶାଖାପଟନମର ଭାଇଜାଗରେ ଥିବା ପରଓ୍ୱାଡା ଫାର୍ମସିଟିରେ ଥିବା ଏକ ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। କମ୍ପାନୀର ଏକ ଟ୍ୟାଙ୍କର ବିସ୍ଫୋରଣ କରିବାରୁ ଏହି ଅଘଟଣ ଘଟିଛି। ନିଆଁ ଲାଗିବାର କିଛି ସମୟ ପରେ ଦମକଳ ବାହିନୀ ଟିମ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛି। ବିଳମ୍ୱିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। Andhra Pradesh: A fire has broken out at a pharma company in JN pharma city, Visakhapatnam. Fire tenders […]

vizag-tanker-blast-fire

vizag-tanker-blast-fire

Subhransu Sekhar
  • Published: Tuesday, 14 July 2020
  • Updated: 14 July 2020, 07:55 AM IST

Sports

Latest News

ଭାଇଜାଗ: ବିଶାଖାପଟନମର ଭାଇଜାଗରେ ଥିବା ପରଓ୍ୱାଡା ଫାର୍ମସିଟିରେ ଥିବା ଏକ ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। କମ୍ପାନୀର ଏକ ଟ୍ୟାଙ୍କର ବିସ୍ଫୋରଣ କରିବାରୁ ଏହି ଅଘଟଣ ଘଟିଛି। ନିଆଁ ଲାଗିବାର କିଛି ସମୟ ପରେ ଦମକଳ ବାହିନୀ ଟିମ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛି। ବିଳମ୍ୱିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

https://twitter.com/ANI/status/1282745030336057344

ଅଗ୍ନିକାଣ୍ଡରେ ମୋଟ୍ ଚାରି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦମୁକ୍ତ ରହିଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି। ନିଆଁ ଲାଗିବାର କାରଣ ବାବଦରେ ପୁଲିସ ତଦନ୍ତ କରିବା ପରେ କହିବ ବୋଲି ବିଶାଖାପଟନମ୍‌ର ଡିସିପି ସୁରେଶ ବାବୁ କହିଛନ୍ତି।

https://twitter.com/ANI/status/1282798391156551680

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ବିଶାଖା ସାଲଭେଣ୍ଟର ଏକ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଆଖାପାଖ ଆକାଶ ରାତିରେ ଲାଲ ଦେଖାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story