ଜାମିଆ ପରେ ଶାହୀନ ବାଗରେ ଗର୍ଜିଲା ବନ୍ଧୁକ, ଅଭିଯୁକ୍ତ କହିଲା ‘କେବଳ ହିନ୍ଦୁଙ୍କର ରାଜୁତି ଚାଲିବ’

ନୂଆଦିଲ୍ଲୀ: ଶାହୀନି ବାଗ ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ଘଟିଛି। ସୁଟର ଜଣଙ୍କ କପିଲ ଗୁର୍ଜର ବୋଲି ଜଣାପଡ଼ିଛି। ଗୁଳି କରିବା ପରେ ପୁଲିସ ଅଭିଯୁକ୍ତକୁ ସଙ୍ଗେସଙ୍ଗେ ଗିରଫ କରିଛି। କପିଲ ଗୁର୍ଜର ଗୁଳିକାଣ୍ଡ ଭିଆଇବା ବେଳର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ନିଜର ନାମ କହିବା ସହିତ ନିଜ ଘର ଦିଲ୍ଲୀର ଦଲ୍ଲୁପୁରା ଅଞ୍ଚଳର ବୋଲି କହିଛି। ଏହାସହିତ ‘ଆମ ଦେଶରେ ରାଜୁତି ଯଦି ଚାଲିବ ତା’ହେଲେ କେବଳ ହିନ୍ଦୁ ମାନଙ୍କର ରାଜୁତି ଚାଲିବ’ […]

man opens fire in Shaheen Bagh

man opens fire in Shaheen Bagh

Subhransu Sekhar
  • Published: Saturday, 01 February 2020
  • Updated: 01 February 2020, 07:50 PM IST

Sports

Latest News

ନୂଆଦିଲ୍ଲୀ: ଶାହୀନି ବାଗ ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ଘଟିଛି। ସୁଟର ଜଣଙ୍କ କପିଲ ଗୁର୍ଜର ବୋଲି ଜଣାପଡ଼ିଛି। ଗୁଳି କରିବା ପରେ ପୁଲିସ ଅଭିଯୁକ୍ତକୁ ସଙ୍ଗେସଙ୍ଗେ ଗିରଫ କରିଛି। କପିଲ ଗୁର୍ଜର ଗୁଳିକାଣ୍ଡ ଭିଆଇବା ବେଳର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ନିଜର ନାମ କହିବା ସହିତ ନିଜ ଘର ଦିଲ୍ଲୀର ଦଲ୍ଲୁପୁରା ଅଞ୍ଚଳର ବୋଲି କହିଛି। ଏହାସହିତ ‘ଆମ ଦେଶରେ ରାଜୁତି ଯଦି ଚାଲିବ ତା’ହେଲେ କେବଳ ହିନ୍ଦୁ ମାନଙ୍କର ରାଜୁତି ଚାଲିବ’ ବୋଲି ଅଭିଯୁକ୍ତ ଜଣଙ୍କ କହିଥିବା ଭିଡିଓରେ ଦେଖିବାକୁ ମିଳିଛି।

https://twitter.com/arunsingh4775/status/1223571921083625474

ସୂଚନାଯୋଗ୍ୟ, ଗୁରୁବାର (୩୦ ଜାନୁଆରୀ) ଅପରାହ୍ନରେ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସିଏଏକୁ ବିରୋଧ କରି ରାଜଘାଟ ଅଭିମୁଖେ ଆସୁଥିଲେ। ଏହି ସମୟରେ ରାମ ଗୋପାଳ ନାମକ ଜଣେ ନାବାଳକ ଗୁଳି ଫୁଟାଇ ଜଣେ ଛାତ୍ରକୁ ଆହତ କରିଛି। ଗୁଳି ମାରିବା ବେଳେ ଅଭିଯୁକ୍ତ ଜଣଙ୍କ ‘ଏଇ ନିଅ ଆଜାଦୀ’ ବୋଲି କହିଥିଲା। ଅଭିଯୁକ୍ତ ଜଣଙ୍କ ବଜରଙ୍ଗ ଦଳର ସଦସ୍ୟ ବୋଲି ଜଣାପଡ଼ିଛି।

ନାଗରିକତା ସଂଶୋଧନ ଆଇନ ଓ ପ୍ରସ୍ତାବିତ ଏନଆରସିକୁ ବିରୋଧ କରି ଶାହୀନିବାଗରେ ମାସେରୁ ଅଧିକ ସମୟ ହେବ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story