ବାପା ହେଲେ ୨୬ ସପ୍ତାହ ଛୁଟି ଦେବ ‘ଜୋମାଟୋ’

ନୂଆଦିଲ୍ଲୀ: ଫୁଡ୍ ଏଗ୍ରୀଗେଟର କମ୍ପାନୀ ‘ଜୋମାଟୋ’ ତା’ର କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି କମ୍ପାନୀର ଯେଉଁ ବ୍ୟକ୍ତି ବାପା ହେବେ, ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ। ତା’ସହିତ ତାଙ୍କୁ ୭୦ ହଜାର ଟଙ୍କାର ସହାୟତା ବି ଦିଆଯିବ। ସାଧାରଣତଃ ମହିଳାମାନଙ୍କୁ ମ୍ୟାର୍ଟନିଟି ଲିଭ୍ ମିଳିଥାଏ। କିନ୍ତୁ ଜୋମାଟୋ ପ୍ୟାର୍ଟନିଟି ଲିଭ୍ ବ୍ୟବସ୍ଥା ଆରମ୍ଭ କରିଛି। କଂପାନୀର ଏହି ନିୟମ ସରୋଗେସୀ ଓ ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ବି ଲାଗୁ […]

man1

man1

Jitendra Garnayak
  • Published: Wednesday, 05 June 2019
  • Updated: 05 June 2019, 12:33 PM IST

Sports

Latest News

ନୂଆଦିଲ୍ଲୀ: ଫୁଡ୍ ଏଗ୍ରୀଗେଟର କମ୍ପାନୀ ‘ଜୋମାଟୋ’ ତା’ର କର୍ମଚାରୀଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି କମ୍ପାନୀର ଯେଉଁ ବ୍ୟକ୍ତି ବାପା ହେବେ, ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ। ତା’ସହିତ ତାଙ୍କୁ ୭୦ ହଜାର ଟଙ୍କାର ସହାୟତା ବି ଦିଆଯିବ।

ସାଧାରଣତଃ ମହିଳାମାନଙ୍କୁ ମ୍ୟାର୍ଟନିଟି ଲିଭ୍ ମିଳିଥାଏ। କିନ୍ତୁ ଜୋମାଟୋ ପ୍ୟାର୍ଟନିଟି ଲିଭ୍ ବ୍ୟବସ୍ଥା ଆରମ୍ଭ କରିଛି। କଂପାନୀର ଏହି ନିୟମ ସରୋଗେସୀ ଓ ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ବି ଲାଗୁ ହେବ। ସେହିପରି ସମଲିଙ୍ଗୀ ପାର୍ଟନରଙ୍କୁ ମଧ୍ୟ କଂପାନୀ ପ୍ୟାର୍ଟନିଟି ଲିଭ୍ ଦେବ। ଏହି ନିୟମ କଂପାନୀର ସେହି ବ୍ୟକ୍ତିମାନଙ୍କ କ୍ଷେତ୍ରରେ ବି ଲାଗୁ ହେବ, ଯେଉଁମାନେ ଗତ ୬ ମାସରେ ବାପା ହୋଇଛନ୍ତି।

ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋଏଲ ସୋମବାର ଏକ ବ୍ଳଗ୍‌ରେ କହିଛନ୍ତି,“ନୂଆ ସନ୍ତାନକୁ ଏହି ଦୁନିଆକୁ ସ୍ୱାଗତ କରିବାକୁ ମହିଳା ଓ ପୁରୁଷଙ୍କ ଛୁଟିକୁ ନେଇ ଥିବା ପୃଥକ ପୃଥକ ବ୍ୟବସ୍ଥା ଭାରି ଅସନ୍ତୁଳିତ। ମୋତେ ଲାଗୁଛି ଆଗାମୀ ଦିନରେ ପ୍ୟାରେଣ୍ଟାଲ୍ ଲିଭ୍‌ରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ।”

ସୂଚନାଯୋଗ୍ୟ, ପୂର୍ବରୁ କର୍ମଜୀବୀ ମହିଳାମାନଙ୍କୁ ୧୨ ସପ୍ତାହର ମ୍ୟାର୍ଟନିଟି ଲିଭ୍ ମିଳୁଥିଲା। ତେବେ ୨୦୧୭ରେ ଏହାକୁ ବଢ଼ାଇ ୨୬ ସପ୍ତାହ କରାଯାଇଥିଲା। ଏହି ନିୟମ ହେବା ପରେ ୩ ମାସରୁ କମ୍ ବୟସର ଛୁଆଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରୁଥିବା କର୍ମଜୀବୀ ସରୋଗେଟ୍ ମା’ମାନଙ୍କୁ ୧୨ ସପ୍ତାହ ଛୁଟି ଦେବାର ବ୍ୟବସ୍ଥା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story