ଟଙ୍କା ନଦେବାରୁ ବାପାକୁ ଜୀବନ୍ତ ଜଳାଇ ଦେଲା ପୁଅ

ସବୁ ପରିବାରରେ କିଛି ନା କିଛି ସମସ୍ୟା ଥାଏ। ପରିବାରରେ ବାପା ଓ ପୁଅ ମଧ୍ୟରେ କଳି ହେବା କିଛି ନୂଆ କଥା ନୁହେଁ। ହେଲେ ପଶ୍ଚିମବଙ୍ଗରେ ଟଙ୍କା ନଦେବାରୁ ପୁଅ ବାପାକୁ ଜୀବନ୍ତ ଜାଳି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗଛ ବିକ୍ରି କରି ଆଣିଥିବା ଟଙ୍କାରୁ ଅଧା ଦେବା ପାଇଁ ପୁଅ ତା’ର ୭୦ ବର୍ଷୀୟ ବାପାକୁ କହିଥିଲା। ତେବେ ବାପା ନ ଦେବାରୁ ସେ ଭିଆଇ ଦେଲା ଏହି ନାରକୀୟ […]

fiar

fiar

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 03:18 PM IST

Sports

Latest News

ସବୁ ପରିବାରରେ କିଛି ନା କିଛି ସମସ୍ୟା ଥାଏ। ପରିବାରରେ ବାପା ଓ ପୁଅ ମଧ୍ୟରେ କଳି ହେବା କିଛି ନୂଆ କଥା ନୁହେଁ। ହେଲେ ପଶ୍ଚିମବଙ୍ଗରେ ଟଙ୍କା ନଦେବାରୁ ପୁଅ ବାପାକୁ ଜୀବନ୍ତ ଜାଳି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗଛ ବିକ୍ରି କରି ଆଣିଥିବା ଟଙ୍କାରୁ ଅଧା ଦେବା ପାଇଁ ପୁଅ ତା’ର ୭୦ ବର୍ଷୀୟ ବାପାକୁ କହିଥିଲା। ତେବେ ବାପା ନ ଦେବାରୁ ସେ ଭିଆଇ ଦେଲା ଏହି ନାରକୀୟ କାଣ୍ଡ।

ଘଟଣାଟି ଘିଟିଛି ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ। ବୈଦ୍ୟନାଥ ବିଶ୍ୱାସ ଗଛ ବିକ୍ରି କରି ପ୍ରାୟ ୯୦,୦୦୦ଟଙ୍କା ରଖି ଥିଲେ। ପୁଅ ଅବୋଧ ତାଙ୍କୁ ସେହି ପଇସାରୁ ଭାଗ ମାଗିଥିଲା। କିନ୍ତୁ ବୈଦ୍ୟନାଥ ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ। ସେ ଶୋଇଥିବା ସମୟରେ ପେଟ୍ରୋଲ ପକାଇ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା ଅବୋଧ। ବୈଦ୍ୟନାଥ ଜଳୁଥିବା ଦେଖି ତାଙ୍କ ସ୍ତ୍ରୀ ସରସ୍ୱତୀ ତାଙ୍କୁ ବଞ୍ଚାଇବାକୁ ଯାଇ ନିଆଁ ପାଖକୁ ପଳାଇ ଥିଲେ। ତା’ ପରେ ମା’ଙ୍କୁ ବଞ୍ଚାଇବାକୁ ଯାଇ ଅବୋଧ ମଧ୍ୟ ନିଆଁ ଭିତରକୁ ଚାଲି ଯାଇଥିଲେ।

ପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବୈଦ୍ୟନାଥଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story