୧୫ ଜାନୁଆରୀ ପରେ ଚୀନ ଯାଇଥିବା ବିଦେଶୀ ଭାରତ ଫେରିପାରିବେ ନାହିଁ

ନୂଆଦିଲ୍ଲୀ: ଚୀନରେ ନୋବେଲ କରୋନା ଭାଇରସର ଆତଙ୍କ ଜାରି ରହିଛି। କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟ ଘଟିଛି। ୩୪ ହଜାରରୁ ଅଧିକ ଲୋକ ଏବେ ଏହି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାରି ଭିତରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ଶନିବାର ଏକ ସର୍କୁଲାର ଜାରି କରିଛି। ଯେଉଁ ବିଦେଶୀ ନାଗରିକ ୧୫ ଜାନୁଆରୀ ପରେ ଚୀନ ଯାଇଛନ୍ତି ସେମାନେ ନୂଆ ସର୍କୁଲାର ଜାରି ହେବା ପର୍ଯ୍ୟନ୍ତ […]

china corona virus

china corona virus

Subhransu Sekhar
  • Published: Sunday, 09 February 2020
  • Updated: 09 February 2020, 11:58 AM IST

Sports

Latest News

ନୂଆଦିଲ୍ଲୀ: ଚୀନରେ ନୋବେଲ କରୋନା ଭାଇରସର ଆତଙ୍କ ଜାରି ରହିଛି। କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟ ଘଟିଛି। ୩୪ ହଜାରରୁ ଅଧିକ ଲୋକ ଏବେ ଏହି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାରି ଭିତରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ଶନିବାର ଏକ ସର୍କୁଲାର ଜାରି କରିଛି। ଯେଉଁ ବିଦେଶୀ ନାଗରିକ ୧୫ ଜାନୁଆରୀ ପରେ ଚୀନ ଯାଇଛନ୍ତି ସେମାନେ ନୂଆ ସର୍କୁଲାର ଜାରି ହେବା ପର୍ଯ୍ୟନ୍ତ ଭାରତ ଆସିପାରିବେ ନାହିଁ।

ଏହାବାଦ୍ ୫ ଫେବୃଆରୀ ପୂର୍ବରୁ ଚୀନ ନାଗରିକଙ୍କୁ ଜାରି କରାଯାଇଥିବା ଭିସା ମଧ୍ୟ ରଦ୍ଦ କରାଯାଇଛି। ତେବେ ବିମାନରେ ଥିବା ଚୀନ କ୍ରିଉ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଡିଜିସିଏ ସ୍ପଷ୍ଟ କରିଛି।

ଡିଜିସିଏର ଆଦେଶ ମୁତାବିକ ୧୫ ଜାନୁଆରୀ, ୨୦୨୦ କିମ୍ୱା ଏହାପରେ ଚୀନ ଯାଇଥିବା ବିଦେଶୀ ନାଗରିକ ଭାରତ-ନେପାଳ, ଭାରତ-ଭୁଟାନ, ଭାରତ-ବାଂଲାଦେଶ ଏବଂ ଭାରତ-ମିଆଁମାର ସୀମା ସହିତ କୌଣସି ବିମାନ, ଜାହାଜ ଦେଇ ଭାରତ ଆସିପାରିବେ ନାହିଁ।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ମଧ୍ୟ ଚୀନକୁ ଯାଉଥିବା ସମସ୍ତ ବିମାନ ସେବା ରଦ୍ଦ କରିଛନ୍ତି। ହେଲେ ସ୍ପାଇସ ଜେଟ୍ ଦିଲ୍ଲୀରୁ ହଙ୍ଗକଙ୍ଗ ରୁଟରେ ସେବା ଜାରି ରଖିଛି। ୧ ଫେବୃଆରୀରେ ଏୟାର ଇଣ୍ଡିଆର ଦୁଇ ବିମାନ ଚୀନରୁ ୬୪୭ ଭାରତୀୟଙ୍କୁ ଭାରତ ନେଇ ଆସିଛି। ମାଲଦ୍ୱୀପର ୭ ଲୋକ ମଧ୍ୟ ଏହି ବିମାନ ଯୋଗେ ଭାରତ ଆସିଥିଲେ। ଏଯାବତ ୩ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story