ଟ୍ରେନିଂ ବେଳେ ଦୁଇ ବିମାନ ଧକ୍କା

ପର୍ଥ: ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆରେ ଆଜି ଦୁଇଟି ଛୋଟ ଛୋଟ ବିମାନ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁଇ ବିମାନରେ ଥିବା ମୋଟ ୪ ଜଣ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରତି ବିମାନରେ ଦୁଇ ଜଣ ଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। 4 dead after suspected mid-air plane crash at Mangalore, north of MelbourneTwo planes crash mid-air close to Melbourne airporthttps://t.co/uoQZSDZleN […]

FLIGHT ACCIDENT AUSTRALIA

FLIGHT ACCIDENT AUSTRALIA

Subhransu Sekhar
  • Published: Wednesday, 19 February 2020
  • Updated: 19 February 2020, 11:32 AM IST

Sports

Latest News

ପର୍ଥ: ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆରେ ଆଜି ଦୁଇଟି ଛୋଟ ଛୋଟ ବିମାନ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁଇ ବିମାନରେ ଥିବା ମୋଟ ୪ ଜଣ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରତି ବିମାନରେ ଦୁଇ ଜଣ ଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି।

https://twitter.com/ottoclinton/status/1229977816042618881

ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟରେ ଥିବା ମାଙ୍ଗାଲୋର ବିମାନ ବନ୍ଦର ନିକଟରେ ଏହି ବିମାନ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ସମୟ ସକାଳ ୧୧ଟା ୩୦(ଅଷ୍ଟ୍ରେଲିଆ ସମୟ) ରହିଛି। ମୃତକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କର ପରିଚୟ ଦିଆଯିବ ବୋଲି ଭିକ୍ଟୋରିଆ ପୁଲିସ ସୂଚନା ଦେଇଛି। ମାଙ୍ଗାଲୋର ବିମାନ ବନ୍ଦରରେ ବିମାନ ଉଡ଼ାଇବା ପାଇଁ ଟ୍ରେନିଂ ଦିଆଯାଏ। ତେଣୁ ଟ୍ରେନିଂ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି।

ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ, ଆକାଶରେ ଦୁଇଟି ବିମାନ ଦୁର୍ଘଟଣାର ଶିକାର ହେବା ପରେ ମଲବା ପଡିଆରେ ଆସି ଖସିପଡ଼ିଛି। ନାଗରିକ ବିମାନ ସୁରକ୍ଷା ପ୍ରାଧିକରଣ ଏବଂ ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋକୁ ଦୁର୍ଘଟଣା ବାବଦରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story