ଫ୍ରାନ୍ସ:  ଗ୍ୟାସ୍ ଫ୍ୟାକ୍ଟ୍ରିରେ ଆତଙ୍କୀ ହମଲା, ଜଣେ ମୃତ

ପ୍ୟାରିସ:  ଫ୍ରାନ୍ସରେ ପୁଣି ଘଟିଛି ଆତଙ୍କବାଦୀ ଆକ୍ରମଣ। ଦକ୍ଷିଣ-ପୂର୍ବ ଫ୍ରାନ୍ସର ଗ୍ରେନୋବେଲରେ ଆତଙ୍କବାଦୀମାନେ ଶୁକ୍ରବାର ଏକ ଗ୍ୟାସ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରିଥିଲେ। ଏଥିରେ  ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଛନ୍ତି। ସକାଳ ୯ଟା୫୦ ମିନିଟରେ ଗ୍ୟାସ ଫ୍ୟାକ୍ଟ୍ରି ନିକଟରେ ବଡ ବିସ୍ଫୋରଣ ହୋଇଥିଲା। ଏହାପରେ ଆତଙ୍କବାଦୀ ମାନେ ଫ୍ୟାକ୍ଟ୍ରିର ମୁଖ୍ୟ ଦ୍ୱାରା ନିକଟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ମୁଣ୍ଡ କାଟି ଦେଇଥିଲେ। ତା’ପରେ ଫ୍ୟାକ୍ଟ୍ରି  ଭିତରେ ପଶି ଏକାଧିକ ବିସ୍ଫୋରଣ […]

france

france

Rakesh Mallick
  • Published: Friday, 26 June 2015
  • Updated: 04 May 2017, 03:45 PM IST

Sports

Latest News

ପ୍ୟାରିସ:  ଫ୍ରାନ୍ସରେ ପୁଣି ଘଟିଛି ଆତଙ୍କବାଦୀ ଆକ୍ରମଣ। ଦକ୍ଷିଣ-ପୂର୍ବ ଫ୍ରାନ୍ସର ଗ୍ରେନୋବେଲରେ ଆତଙ୍କବାଦୀମାନେ ଶୁକ୍ରବାର ଏକ ଗ୍ୟାସ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରିଥିଲେ। ଏଥିରେ  ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଛନ୍ତି।

ସକାଳ ୯ଟା୫୦ ମିନିଟରେ ଗ୍ୟାସ ଫ୍ୟାକ୍ଟ୍ରି ନିକଟରେ ବଡ ବିସ୍ଫୋରଣ ହୋଇଥିଲା। ଏହାପରେ ଆତଙ୍କବାଦୀ ମାନେ ଫ୍ୟାକ୍ଟ୍ରିର ମୁଖ୍ୟ ଦ୍ୱାରା ନିକଟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ମୁଣ୍ଡ କାଟି ଦେଇଥିଲେ। ତା’ପରେ ଫ୍ୟାକ୍ଟ୍ରି  ଭିତରେ ପଶି ଏକାଧିକ ବିସ୍ଫୋରଣ ଘଟାଇଥିଲେ।

 ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଆଇଏସର ହାତଥିବା ସନ୍ଦେହ କରାଯାଉଛି। ତେବେ ଖବର ଲେଖାଯିବା ସୁଦ୍ଧା ଏନେଇ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିଲେ। ପୋଲିସ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଗିରଫ କରି ଜେରା କରୁଛି।

ସୂଚନାଯୋଗ୍ୟ: ଚଳିତବର୍ଷ ପ୍ରାରମ୍ଭରେ ପ୍ୟାରିସର ମାର୍କେଟରେ ଓ ମ୍ୟାଗଜିନ୍ ‘ ଶାର୍ଲି ହାବଦୋ’ ଅଫିସ  ଉପରେ ଆତଙ୍କବାଦୀ ହମଲା ହୋଇଥିଲା। ଏହି ଆକ୍ରମଣ ପଛରେ ଆଇଏସର ହାତ ଥିଲା। ଆଗକୁ ଫ୍ରାନ୍ସରେ ଆହୁରି ଆକ୍ରମଣ କରିବ ବୋଲି ସଂଗଠନ ଧମକ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story