ମହାକାଶ ଯିବାପାଇଁ ଇଡ୍‌ଲି-ସମ୍ବର ଓ ଉପମା ଆଦି ଦେଶୀ ଖାଦ୍ୟ ପ୍ରସ୍ତୁତ

ନୂଆଦିଲ୍ଲୀ: ଇଡ୍‌ଲି, ଉପମା, ନଡ଼ିଆ ଚଟଣୀ ଓ ମୁଗଡାଲି ହାଲ୍‌ୱା ଏବେ ମହାକାଶ ପହଞ୍ଚିବ। ଆପଣଙ୍କ ଘର ପାଖ ଜଳଖିଆ ଦୋକାନର ଅତି ପ୍ରିୟ ଦେଶୀ ଖାଦ୍ୟସବୁ ଗଗନ ଯାନରେ ଯିବାକୁ ଥିବା ମହାକାଶଚାରୀଙ୍କ ପାଇଁ ପ୍ରସ୍ତୁତ ହୋଇସାରିଛି। ଭାରତର ଆଗାମୀ ମାବନଯାନ ମିଶନ ଗଗନଯାନ ପାଇଁ ଏହି ସବୁ ଖାଦ୍ୟ ପ୍ରସ୍ତୁତ କରିଛି ମହୀଶୂର ଲ୍ୟାବ୍‌। ଆଉ ହଁ ଖାଦ୍ୟ ଥଣ୍ଡା ହୋଇଯାଇଥିଲେ ଏସବୁକୁ ଗରମ କରିବା ପାଇଁ ସେମାନେ ଫୁଡ୍‌ ହିଟର ସହ ମହାକାଶ […]

space-Idli

space-Idli

Subrat Kumar Nayak
  • Published: Tuesday, 07 January 2020
  • Updated: 07 January 2020, 04:14 PM IST

Sports

Latest News

ନୂଆଦିଲ୍ଲୀ: ଇଡ୍‌ଲି, ଉପମା, ନଡ଼ିଆ ଚଟଣୀ ଓ ମୁଗଡାଲି ହାଲ୍‌ୱା ଏବେ ମହାକାଶ ପହଞ୍ଚିବ। ଆପଣଙ୍କ ଘର ପାଖ ଜଳଖିଆ ଦୋକାନର ଅତି ପ୍ରିୟ ଦେଶୀ ଖାଦ୍ୟସବୁ ଗଗନ ଯାନରେ ଯିବାକୁ ଥିବା ମହାକାଶଚାରୀଙ୍କ ପାଇଁ ପ୍ରସ୍ତୁତ ହୋଇସାରିଛି। ଭାରତର ଆଗାମୀ ମାବନଯାନ ମିଶନ ଗଗନଯାନ ପାଇଁ ଏହି ସବୁ ଖାଦ୍ୟ ପ୍ରସ୍ତୁତ କରିଛି ମହୀଶୂର ଲ୍ୟାବ୍‌। ଆଉ ହଁ ଖାଦ୍ୟ ଥଣ୍ଡା ହୋଇଯାଇଥିଲେ ଏସବୁକୁ ଗରମ କରିବା ପାଇଁ ସେମାନେ ଫୁଡ୍‌ ହିଟର ସହ ମହାକାଶ ଯିବେ।
ଏତଦ୍‌ବ୍ୟତୀତ ମହାକାଶଚାରୀଙ୍କ ପାଇଁ ସ୍ୱତନ୍ତ୍ର ଥଳି ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଥଳି ସହାୟତାରେ ସେମାନେ ତରଳ ପାନୀୟ ଆଦି ସହଜରେ ପିଇପାରିବେ। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ଶୂନକୁ ଚାଲିଆସୁଥିବାରୁ ସେଠାରେ ଏହି ସ୍ୱତନ୍ତ୍ର ଥଳି ସହାୟତା କରିବ।

ଭାରତର ମହାକାଶ ଅନୁଷ୍ଠାନ ଇସ୍ରୋ ପକ୍ଷରୁ କୁହାଯାଇଛି, ଏହି ମିଶନ୍‌ ପାଇଁ ୪ ଜଣ ମହାକାଶଚାରୀ ବଛାଯାଇଛି। ଜାନୁଆରୀର ତୃତୀୟ ସପ୍ତାହରେ ରୁଷ୍‌ଠାରେ ସେମାନଙ୍କ ତାଲିମ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି।

ଏହି ଅଭିଯାନରେ ମହାକାଶଚାରୀଙ୍କୁ ନେଇ ଏକ ଯାନ ୫-୭ ଦିନ ପାଇଁ ମହାକାଶକୁ ଯିବ। ଏହା ଲୋ’ ଆର୍ଥ ପ୍ରଦିକ୍ଷଣ କରିବ। ମିଶନ ପରେ ସଫଳତାର ସହ ଏହି ମହାକାଶଚାରୀମାନଙ୍କୁ ପୃଥିବୀପୃଷ୍ଠରେ ଅବତରଣ କରାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story