ଚାଇନାରେ ଗାନ୍ଧି ଜୟନ୍ତୀକୁ ମିଳିଲାନି ଅନୁମତି

ବେଜିଂ: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ସାରା ବିଶ୍ୱରେ ପାଳିତ ହେଉଛି। ଚାଇନାର ରାଜଧାନୀ ବେଜିଂର ଏକ ପାର୍କରେ ୨୦୦୫ ପରଠାରୁ ଗାନ୍ଧିଙ୍କ ଜୟନ୍ତୀ ପାଳିତ ହୋଇଆସୁଥିଲା। କିନ୍ତୁ ଏଥର ସାରା ବିଶ୍ୱରେ ଉତ୍ସାହର ସହିତ ପାଳିତ ହେଉଥିବା ଏହି ଉତ୍ସବ ପାଇଁ ଚାଇନା ସରକାର ଅନୁମତି ଦେଇ ନାହାନ୍ତି। ଏହି କାର୍ଯ୍ୟକ୍ରମ ଭାରତୀୟ ଦୂତାବାସରେ ପାଳିତ ହୋଇଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ସେଥିନେଇ କିଛି ମଧ୍ୟ ସୂଚନା […]

gandhi

gandhi

Subrat Kumar Nayak
  • Published: Wednesday, 02 October 2019
  • Updated: 02 October 2019, 08:41 PM IST

Sports

Latest News

ବେଜିଂ: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ସାରା ବିଶ୍ୱରେ ପାଳିତ ହେଉଛି। ଚାଇନାର ରାଜଧାନୀ ବେଜିଂର ଏକ ପାର୍କରେ ୨୦୦୫ ପରଠାରୁ ଗାନ୍ଧିଙ୍କ ଜୟନ୍ତୀ ପାଳିତ ହୋଇଆସୁଥିଲା। କିନ୍ତୁ ଏଥର ସାରା ବିଶ୍ୱରେ ଉତ୍ସାହର ସହିତ ପାଳିତ ହେଉଥିବା ଏହି ଉତ୍ସବ ପାଇଁ ଚାଇନା ସରକାର ଅନୁମତି ଦେଇ ନାହାନ୍ତି। ଏହି କାର୍ଯ୍ୟକ୍ରମ ଭାରତୀୟ ଦୂତାବାସରେ ପାଳିତ ହୋଇଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ସେଥିନେଇ କିଛି ମଧ୍ୟ ସୂଚନା ମିଳିନାହିଁ।

ଗତ ୧୪ ବର୍ଷ ହେଲା ପିକଚରସ୍କ୍ୟୁ ଚାଓୟାଙ୍ଗ ପାର୍କଠାରେ ଏହି କାର୍ଯ୍ୟକ୍ରମ ପାଳିତ ହେଉଥିଲା। ଏଠାରେ ୟୁଆନ୍‌ ସିକୁନ୍‌ ନାମକ ଜଣେ ଚାଇନା ଶିଳ୍ପୀ ଗାନ୍ଧିଙ୍କର ଏକ ମୂର୍ତ୍ତି ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଏହି ମୂର୍ତ୍ତି ନିକଟରେ ବିଶେଷ କରି ଆଜିର ଦିନରେ ବହୁ ଗାନ୍ଧି ଅନୁଗାମୀ ଶ୍ରଦ୍ଧାଞ୍ଜଳି ଜଣାଇଥା’ନ୍ତି।

ଭାରତୀୟ ଦୂତାବାସ ଏବଂ ୟୁଆନ୍‌ ମିଳିତ ଭାବେ ଏହି ପାର୍କରେ ଗାନ୍ଧି ଜୟନ୍ତୀ ଆୟୋଜନ କରିଛନ୍ତି। ଏହି ମୂର୍ତ୍ତି ଚାଇନାରେ ପ୍ରତିଷ୍ଠିତ ଗାନ୍ଧିଙ୍କର ଏକ ମାତ୍ର ମୂର୍ତ୍ତି। ସବୁଥର ଅନୁମତି ମିଳୁଥିବାବେଳେ ଏଥର କାହିଁକି ଏଭଳି ନିଷ୍ପତ୍ତି ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story