ଗାନ୍ଧିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ସଫେଇ ଦେଲେ ବିଜେପି ସାଂସଦ ଅନନ୍ତ ହେଗଡେ

ନୂଆଦିଲ୍ଲୀ: ବିଜେପି ସାଂସଦ ଅନନ୍ତ ହେଗଡେ ବିଜେପି ସଭାପତି ଜେ.ପି ନଡ୍ଡା ଏବଂ ଶୃଙ୍ଖଳା କମିଟିକୁ ଚିଠି ଲେଖି ସୋମବାର ଦଳ ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି। ମହାତ୍ମା ଗାନ୍ଧିଙ୍କୁ ନେଇ ସେ କୌଣସି ବିବାଦୀୟ ମନ୍ତବ୍ୟ ଦେଇ ନାହାନ୍ତି। ତାଙ୍କ ବାବଦରେ ଯେଉଁ ଖବର ପ୍ରକାଶ ପାଇଛି ତାହା ଭୁଲ୍। ଏମିତିକି ଆଞ୍ଚଳିକ ଭାଷା କନ୍ନଡରେ ସେ ବୈଠକରେ ମତ ରଖୁଥିବା ବେଳେ ‘ମହାତ୍ମା ଗାନ୍ଧି’ କି ‘ଡ୍ରାମା’ ବୋଲି ଶବ୍ଦ […]

HEGDE

HEGDE

Subhransu Sekhar
  • Published: Tuesday, 04 February 2020
  • Updated: 04 February 2020, 04:53 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ସାଂସଦ ଅନନ୍ତ ହେଗଡେ ବିଜେପି ସଭାପତି ଜେ.ପି ନଡ୍ଡା ଏବଂ ଶୃଙ୍ଖଳା କମିଟିକୁ ଚିଠି ଲେଖି ସୋମବାର ଦଳ ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି। ମହାତ୍ମା ଗାନ୍ଧିଙ୍କୁ ନେଇ ସେ କୌଣସି ବିବାଦୀୟ ମନ୍ତବ୍ୟ ଦେଇ ନାହାନ୍ତି। ତାଙ୍କ ବାବଦରେ ଯେଉଁ ଖବର ପ୍ରକାଶ ପାଇଛି ତାହା ଭୁଲ୍। ଏମିତିକି ଆଞ୍ଚଳିକ ଭାଷା କନ୍ନଡରେ ସେ ବୈଠକରେ ମତ ରଖୁଥିବା ବେଳେ ‘ମହାତ୍ମା ଗାନ୍ଧି’ କି ‘ଡ୍ରାମା’ ବୋଲି ଶବ୍ଦ ନାମ ମଧ୍ୟ ନେଇନଥିବା ସେ ଚିଠି ଜରିଆରେ ଲେଖି ଜଣାଇଛନ୍ତି।

କର୍ଣ୍ଣାଟକରୁ ଛଅ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଏହି ସାଂସଦ ସ୍ୱାଧୀନତା ସଂଗ୍ରାମକୁ ନେଇ ଖରାପ ଢ଼ଙ୍ଗରେ ମତ ରଖି ଥାଇପାରନ୍ତି। ହେଲେ ମିଡିଆ ରିପୋର୍ଟରେ ତାଙ୍କର ମତକୁ ଅନ୍ୟ ଢ଼ଙ୍ଗରେ ଉପସ୍ଥାପନ କରାଯାଇଛି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର କର୍ଣ୍ଣାଟକରେ ବୈଠକ କରୁଥିବା ବେଳେ ହେଗଡେ ସ୍ୱାଧୀନତା ସଂଗ୍ରାମ ଏବଂ ଏହାର ନେତୃତ୍ୱ ନେଇଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବୋଲି ବିଭିନ୍ନ ମିଡ଼ିଆରେ ପ୍ରକାଶ ପାଇଥିଲା। ଏହାପରେ ଆଜି ସଂସଦରେ ଏହାକୁ କଂଗ୍ରେସ ପକ୍ଷରୁ ଶୂନ୍ୟକାଳରେ ଉଠାଯାଇଥିଲା। ବିବାଦ ବଢ଼ୁଥିବା ଦେଖି ସୋମବାର ବିଜେପି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ବିଜେପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story