ଚର୍ଚ୍ଚ ଗଲେ ଗଣେଶ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ସ୍ପେନ୍‌ର ବାର୍ସେଲୋନାରେ ବସବାସ କରୁଥିବା ହିନ୍ଦୁମାନେ ଗଣେଶ ଚତୁର୍ଥୀ ଶୋଭାଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ମାଗିଥିଲେ। ତେବେ ଏଥିପାଇଁ ସେମାନଙ୍କୁ ଶୋଭାଯାତ୍ରା ରାସ୍ତାରେ ପଡୁଥିବା ଦୁଇଟି ଚର୍ଚ୍ଚର ଅନୁମତି ଆଣିବାକୁ କୁହାଯାଇଥିଲା। ଦୁଇଟି ଯାକ ଚର୍ଚ୍ଚ ଏକ ସର୍ତ୍ତ ରଖି ସେମାନଙ୍କୁ ଅନୁମତି ଦେଇଥିଲେ। ସେମାନେ ସର୍ତ୍ତ ରଖିଥିଲେ ଯେ ଭଗବାନ ଗଣେଶଙ୍କୁ ଉକ୍ତ ରାସ୍ତାରେ ଶୋଭାଯାତ୍ରାରେ ନେଲା ବେଳେ ଚର୍ଚ୍ଚ ଭିତରକୁ ଅଣାଯିବ। ହିନ୍ଦୁମାନେ ଏହି ସର୍ତ୍ତରେ ରାଜି […]

ganesh10

ganesh10

Ordigital Desk
  • Published: Thursday, 09 August 2018
  • Updated: 09 August 2018, 11:34 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ସ୍ପେନ୍‌ର ବାର୍ସେଲୋନାରେ ବସବାସ କରୁଥିବା ହିନ୍ଦୁମାନେ ଗଣେଶ ଚତୁର୍ଥୀ ଶୋଭାଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ମାଗିଥିଲେ। ତେବେ ଏଥିପାଇଁ ସେମାନଙ୍କୁ ଶୋଭାଯାତ୍ରା ରାସ୍ତାରେ ପଡୁଥିବା ଦୁଇଟି ଚର୍ଚ୍ଚର ଅନୁମତି ଆଣିବାକୁ କୁହାଯାଇଥିଲା। ଦୁଇଟି ଯାକ ଚର୍ଚ୍ଚ ଏକ ସର୍ତ୍ତ ରଖି ସେମାନଙ୍କୁ ଅନୁମତି ଦେଇଥିଲେ।

ସେମାନେ ସର୍ତ୍ତ ରଖିଥିଲେ ଯେ ଭଗବାନ ଗଣେଶଙ୍କୁ ଉକ୍ତ ରାସ୍ତାରେ ଶୋଭାଯାତ୍ରାରେ ନେଲା ବେଳେ ଚର୍ଚ୍ଚ ଭିତରକୁ ଅଣାଯିବ। ହିନ୍ଦୁମାନେ ଏହି ସର୍ତ୍ତରେ ରାଜି ହୋଇଥିଲେ। ଭଗବାନ ଗଣେଶ ଚର୍ଚ୍ଚ ଭିତରକୁ ଯାଇଥିଲେ। ଖ୍ରୀଷ୍ଟିଆନ୍‌ଙ୍କ ତରଫରୁ ସାଦରେ ସ୍ୱାଗତ କରାଯାଇଥିଲା। ତା’ସହିତ ଚର୍ଚ୍ଚ ପକ୍ଷରୁ ଏକ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା।

ସମାଜସେବୀ ଅନୀଲ ଧୀର ତାଙ୍କ ଫେସ୍‌ବୁକ୍ ଏକାଉଣ୍ଟରେ ଏହି ସୂଚନା ଦେବା ସହିତ ଭିଡିଓଟିକୁ ପୋଷ୍ଟ୍ କରିଛନ୍ତି। ତେବେ ଭିଡିଓଟି କେବର ସେ ନେଇ କିଛି ଉଲ୍ଲେଖ କରି ନାହାନ୍ତି।

ଭିଡିଓଟିକୁ ଦେଖନ୍ତୁ: 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story