ଲକ୍ଷ୍ନୌରେ ନାବାଳିକାକୁ ଗଣବଳାତ୍କାର

ଲକ୍ଷ୍ନୌ: ଲକ୍ଷ୍ନୌରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଜଣେ ୧୨ ବର୍ଷର ନାବାଳିକାକୁ ୫ ଜଣ ଅଭିଯୁକ୍ତ ଗଣ ବଳାତ୍କାର କରିଛନ୍ତି। ପୋଲିସ ନିକଟରେ ନାବାଳିକା କରିଥିବା ଅଭିଯୋଗ ଅନୁସାରେ ପ୍ରାୟ ୨୪ଜଣ ଦୁର୍ବୃତ୍ତ ତାଙ୍କ ଘରେ ପ୍ରବେଶ କରି ଦାମୀ ଜିନିଷ ଲୁଟି ନେଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ନାବାଳିକାର ଘର ଲୋକଙ୍କୁ ଏକ ଘରେ ପୁରାଇ ଦେଇଥିଲେ। ପରେ ୫ ଜଣ ଅଭିଯୁକ୍ତ ତାଙ୍କୁ ବଳତ୍କାର କରିଥିଲେ। ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ […]

gang-rape

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 03:09 PM IST

ଲକ୍ଷ୍ନୌ: ଲକ୍ଷ୍ନୌରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଜଣେ ୧୨ ବର୍ଷର ନାବାଳିକାକୁ ୫ ଜଣ ଅଭିଯୁକ୍ତ ଗଣ ବଳାତ୍କାର କରିଛନ୍ତି।

ପୋଲିସ ନିକଟରେ ନାବାଳିକା କରିଥିବା ଅଭିଯୋଗ ଅନୁସାରେ ପ୍ରାୟ ୨୪ଜଣ ଦୁର୍ବୃତ୍ତ ତାଙ୍କ ଘରେ ପ୍ରବେଶ କରି ଦାମୀ ଜିନିଷ ଲୁଟି ନେଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ନାବାଳିକାର ଘର ଲୋକଙ୍କୁ ଏକ ଘରେ ପୁରାଇ ଦେଇଥିଲେ। ପରେ ୫ ଜଣ ଅଭିଯୁକ୍ତ ତାଙ୍କୁ ବଳତ୍କାର କରିଥିଲେ।

ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ନିର୍ବାଚନ ହେବାକୁ ଥିବା ବେଳେ ଏହି ଘଟଣା ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ।

Related story