ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ରାଜନୀତିକ ଲିଙ୍କ୍

କାନପୁର: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଆଜି ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ଗୁରୁବାର ମଧ୍ୟପ୍ରଦେଶର ଉଜ୍ଜୈନର କାଳୀ ମନ୍ଦିରରୁ ଗିରଫ ହେବା ପରେ ପୁଲିସ ତାକୁ ଉତ୍ତର ପ୍ରଦେଶ ଅଭିମୁଖେ ଆଣୁଥିଲା। ରାସ୍ତାରେ ଆସିବା ବେଳେ ବିକାଶ ବସିଥିବା ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ ବିକାଶ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏହି କୁଖ୍ୟାତ ଅପରାଧୀକୁ ଅନ୍ ସ୍ପଟ ଏନକାଉଣ୍ଟର କରିଛି ବୋଲି […]

vikas Dubey

vikas Dubey

Subhransu Sekhar
  • Published: Friday, 10 July 2020
  • Updated: 10 July 2020, 07:50 PM IST

Sports

Latest News

କାନପୁର: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଆଜି ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ଗୁରୁବାର ମଧ୍ୟପ୍ରଦେଶର ଉଜ୍ଜୈନର କାଳୀ ମନ୍ଦିରରୁ ଗିରଫ ହେବା ପରେ ପୁଲିସ ତାକୁ ଉତ୍ତର ପ୍ରଦେଶ ଅଭିମୁଖେ ଆଣୁଥିଲା। ରାସ୍ତାରେ ଆସିବା ବେଳେ ବିକାଶ ବସିଥିବା ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ ବିକାଶ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏହି କୁଖ୍ୟାତ ଅପରାଧୀକୁ ଅନ୍ ସ୍ପଟ ଏନକାଉଣ୍ଟର କରିଛି ବୋଲି ୟୁପି ପୁଲିସ କହିଛି।

ତେବେ ଏହି ଏନକାଉଣ୍ଟର ପୂର୍ବ ପ୍ରାୟୋଜିତ ବୋଲି ଚର୍ଚ୍ଚା ହେଉଛି। ଏହି ଏନକାଉଣ୍ଟର ଘଟଣାର ସିବିଆଇ ଏବଂ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଭିନ୍ନ ରାଜନୀତିକ ଦଳ ଦାବି କରିଛନ୍ତି। ଆଉ କେହି କେହି କହିଛନ୍ତି, ବିକାଶକୁ ଜେରା ବେଳେ ଅନେକ ନେତା ଏବଂ ଶାସକ ଦଳର ମୁଖା ଖୋଲିଥାନ୍ତା ତା’ପୂର୍ବରୁ ପୁଲିସ ଏନକାଉଣ୍ଟର କରି ସମସ୍ତ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଛି।

ଏହି ମୃତ ଅପରାଧୀ ନାମରେ ୭୦ରୁ ଅଧିକ ଅପରାଧିକ ମାମଲା ରହିଛି। ଯେଉଁଥିରେ ବିଜେପି ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ ରହିଛି। ରାଜନାଥ ସିଂହ ୟୁପିର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ବିକାଶ ହତ୍ୟା କରିଥିବା ଅଭିଯୋଗ ରହିଛି। ତେବେ ଏକାଧିକ ହତ୍ୟା ମାମଲା ବିକାଶ ନାମରେ ଥିବା ବେଳେ ସେ କିଭଳି ଜେଲର ଚାରି କାନ୍ଥ ଭିତରେ ନରହି ବାହାରେ ବୁଲିଥିଲା ତାହା ଏବେର ଉତ୍ତର ପ୍ରଦେଶ ସରକାର ଏବଂ ପୂର୍ବ ସରକାରକୁ ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି।

ଆଗକୁ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିକାଶକୁ ନେଇ ବିଜେପି, କଂଗ୍ରେସ ସମେତ ବିଏସପି, ଏସପି ଦଳର ନେତା ମଧ୍ୟରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି। ନିକଟରେ ବିକାଶଙ୍କ ମା’ ମଧ୍ୟ ପୁଅ ବିକାଶର ରାଜନୀତିକ ଲିଙ୍କ ବାବଦରେ ଏକ ଟିଭି ଚ୍ୟାନେଲକୁ କହିଛନ୍ତି।

ବିକାଶଙ୍କ ମା’ ସାରଳା ଦେବୀ କହିଛନ୍ତି, ୨୦୦୦ ମସିହା ପଞ୍ଚାୟତ ନିର୍ବାଚନରେ ଶିବରାଜପୁର ଆସନରୁ ଦୁବେ ପ୍ରାର୍ଥୀ ହୋଇଥିଲା। ସେତେବେଳେ ସେ ଏକ ହତ୍ୟା ମାମଲା ଜେଲରେ ଥାଇ ନିର୍ବାଚନ ଲଢ଼ିଥିଲା। ମୋ ପୁଅ ସେତେବେଲେ ବିଜେପିରୁ ପ୍ରାର୍ଥୀ ହୋଇନଥିଲା ବରଂ ଏସପି (ସମାଜବାଦୀ ପାର୍ଟି)ରୁ ପ୍ରାର୍ଥୀ ହୋଇଥିଲା ବୋଲି ସାରଳା ଦୂବେ କହିଛନ୍ତି। ତେବେ ବିକାଶକୁ ନେଇ ରାଜନୀତିକ ଲିଙ୍କ ଖୋଳତାଡ ବେଳେ ଏସପିର ଜଣେ ମୁଖପାତ୍ର କିନ୍ତୁ ଏହି ଅଭିଯୋଗକୁ ଖାରଜ କରିଛନ୍ତି। ବିକାଶ କେବେ ଏସପିର ନେତା ନଥିଲା ବୋଲି ସେ କହିଛନ୍ତି।

ସେହିପରି ବିକାଶର ସ୍ତ୍ରୀ ରିଚା ଦୁବେ ମଧ୍ୟ ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି। ସୋଶାଲ ମିଡିଆରେ ଘୁରି ବୁଲିଥିବା କିଛି ଫୋଟୋରୁ ଜଣାପଡ଼ିଛି। ନିର୍ବାଚନ ବେଳେ ରିଚାଙ୍କ ସହ ଥିବା ଦୁଇ ଜଣ ନେତା ଏବେ ଉତ୍ତର ପ୍ରଦେଶର ବିରୋଧୀ ଦଳର ନେତା ବୋଲି ଜଣାପଡ଼ିଛି।

୨୦୧୭ରେ ମଧ୍ୟ ବିକାଶ ଦୁବେ କୌଣସି ମାମଲାରେ ଗିରଫ ହୋଇ ଜେଲରେ ଥିବା ଜଣାପଡ଼ିଛି। ତେବେ ରାଜ୍ୟରେ ଯୋଗୀ ସରକାର ଆସିବା ପରେ ସେ ଜାମିନରେ ବାହିଥିଲା। ନିକଟରେ ପୁଲିସ ତାକୁ ଏକ ହତ୍ୟା ଧମକ ଅଭିଯୋଗରେ ଗିରଫ କରିବାକୁ ଯାଉଥିବା ବେଳେ ୮ ପୁଲିସକୁ ହତ୍ୟା କରିଥିଲା ବିକାଶ। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲା। ବିକାଶର ଅପରାଧିକ ସାମ୍ରାଜ୍ୟ ବଢ଼ିବା ପଛରେ ୟୁପିର ଅନେକ ପୁଲିସ ଅଫିସର ଏବଂ ନେତାଙ୍କର ସଂପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story