ସବସିଡି ସହ ପାଠପଢ଼ା ପାଇଁ ବି ଆଧାରକାର୍ଡ ଅନିବାର୍ଯ୍ୟ

ନୂଆଦିଲ୍ଲୀ: ଅଧାରକାର୍ଡକୁ ନେଇ ଆଜି ଦୁଇଟି ବଡ଼ ନିଷ୍ପତ୍ତି ଲାଗୁ କରାଯାଇଛି। ବିନା ଆଧାର କାର୍ଡରେ ଦେଶର କୌଣସି ବି ଜନତାଙ୍କୁ ଏଲପିଜି ଗ୍ୟାସ୍‌ରେ ସରକାରଙ୍କ ତରଫରୁ ସବସିଡି ମିଳିବ ନାହିଁ। ଏହା ବ୍ୟତୀତ ଆଇଆଇଟି ମେନ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ମଧ୍ୟ ଫର୍ମ ପୂରଣ କରିପାରିବେ ନାହିଁ। ଡିସେମ୍ବର ୨ ତାରିଖ ପୂର୍ବରୁ ବିନା ଆଧାରକାର୍ଡରେ ଯେଉଁମାନଙ୍କୁ ସବସିଡି ମିଳୁଥିଲା ତାହା ବନ୍ଦ କରି ଦିଆଯିବ। ଡିସେମ୍ବର ୩୧ ସୁଦ୍ଧା ନିଜର ଅଧାର କାର୍ଡ ନମ୍ବର […]

aadhaar

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 05:16 PM IST

ନୂଆଦିଲ୍ଲୀ: ଅଧାରକାର୍ଡକୁ ନେଇ ଆଜି ଦୁଇଟି ବଡ଼ ନିଷ୍ପତ୍ତି ଲାଗୁ କରାଯାଇଛି। ବିନା ଆଧାର କାର୍ଡରେ ଦେଶର କୌଣସି ବି ଜନତାଙ୍କୁ ଏଲପିଜି ଗ୍ୟାସ୍‌ରେ ସରକାରଙ୍କ ତରଫରୁ ସବସିଡି ମିଳିବ ନାହିଁ। ଏହା ବ୍ୟତୀତ ଆଇଆଇଟି ମେନ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ମଧ୍ୟ ଫର୍ମ ପୂରଣ କରିପାରିବେ ନାହିଁ।

ଡିସେମ୍ବର ୨ ତାରିଖ ପୂର୍ବରୁ ବିନା ଆଧାରକାର୍ଡରେ ଯେଉଁମାନଙ୍କୁ ସବସିଡି ମିଳୁଥିଲା ତାହା ବନ୍ଦ କରି ଦିଆଯିବ। ଡିସେମ୍ବର ୩୧ ସୁଦ୍ଧା ନିଜର ଅଧାର କାର୍ଡ ନମ୍ବର ଗ୍ୟାସ୍‌ ଏଜେନ୍ସି ନିକଟରେ ଲିଙ୍କ୍‌ କରାଇବା ପାଇଁ କୁହାଯାଇଛି।

Related story