ଉତ୍ତରାଖଣ୍ଡ: ଘାଟିରୁ ଖସି ପଡ଼ିଲା ବସ୍, ୧୪ ମୃତ, ୨୦ ଆହତ

ଡେରାଡୁନ୍:  ‌ଉତ୍ତରାଖଣ୍ଡରେ ଶନିବାର ଏକ ବସ୍ ଘାଟିରୁ ତଳକୁ ଖସି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଇଛି। ଘଟଣାଟି ଘଟିଛି ଅଲମୋରା ଜିଲ୍ଲାର ଡାନିଆ ନିକଟସ୍ଥ ଭିଲ୍ ଥୟାଡ଼ି ଘାଟିରେ। ବସଟି ପିଠୋରାଗଡ଼ରୁ ଦିଲ୍ଲୀ ଯାଉଥିଲା।

dheradun

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 12:19 PM IST

ଡେରାଡୁନ୍:  ‌ଉତ୍ତରାଖଣ୍ଡରେ ଶନିବାର ଏକ ବସ୍ ଘାଟିରୁ ତଳକୁ ଖସି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଇଛି।

ଘଟଣାଟି ଘଟିଛି ଅଲମୋରା ଜିଲ୍ଲାର ଡାନିଆ ନିକଟସ୍ଥ ଭିଲ୍ ଥୟାଡ଼ି ଘାଟିରେ। ବସଟି ପିଠୋରାଗଡ଼ରୁ ଦିଲ୍ଲୀ ଯାଉଥିଲା।

Related story