ତ୍ରିରଙ୍ଗା ଆମଦାନୀରେ ଲାଗିଲା କଟକଣା

ନୂଆଦିଲ୍ଲୀ: କେବଳ ଚାଇନା ଏଲ୍ଇଡି ଲାଇଟ୍ କିମ୍ବା ଗଣେଷ ଓ ଲକ୍ଷ୍ମୀ ମୂର୍ତ୍ତି ନୁହେଁ, ତ୍ରିରଙ୍ଗା ମଧ୍ୟ ବିଦେଶରୁ ଆସୁଛି। ଏଥିପାଇଁ ଦେଶର ବ୍ୟବସାୟୀମାନେ କ୍ଷତି ସହିବା ସହ ପତାକାର ସମ୍ମାନ ମଧ୍ୟ କ୍ଷୁଣ୍ଣ ହେଉଛି। ଏହା ଫ୍ଲାଗ୍ କୋଡ୍ର ଉଲ୍ଲଂଘନ ହୋଇଥିବାରୁ କେନ୍ଦ୍ର ସରକାର ଏପରି ଆମଦାନୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଫ୍ଲାଗ୍‌ କୋଡ୍‌ ଅଫ୍‌ ଇଣ୍ଡିଆ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ଫରେନ୍‌ ଟ୍ରେଡ୍‌ର ଡିରେକ୍ଟୋରେଟ୍‌ ଜେନେରାଲ କହିଛନ୍ତି। ଏହି କୋଡ୍‌ରେ ନିୟମ ରହିଛି […]

flag

flag

Subrat Kumar Nayak
  • Published: Wednesday, 16 October 2019
  • Updated: 16 October 2019, 10:36 PM IST

ନୂଆଦିଲ୍ଲୀ: କେବଳ ଚାଇନା ଏଲ୍ଇଡି ଲାଇଟ୍ କିମ୍ବା ଗଣେଷ ଓ ଲକ୍ଷ୍ମୀ ମୂର୍ତ୍ତି ନୁହେଁ, ତ୍ରିରଙ୍ଗା ମଧ୍ୟ ବିଦେଶରୁ ଆସୁଛି। ଏଥିପାଇଁ ଦେଶର ବ୍ୟବସାୟୀମାନେ କ୍ଷତି ସହିବା ସହ ପତାକାର ସମ୍ମାନ ମଧ୍ୟ କ୍ଷୁଣ୍ଣ ହେଉଛି। ଏହା ଫ୍ଲାଗ୍ କୋଡ୍ର ଉଲ୍ଲଂଘନ ହୋଇଥିବାରୁ କେନ୍ଦ୍ର ସରକାର ଏପରି ଆମଦାନୀକୁ ନିଷିଦ୍ଧ ଘୋଷଣା କରିଛନ୍ତି।
ଫ୍ଲାଗ୍‌ କୋଡ୍‌ ଅଫ୍‌ ଇଣ୍ଡିଆ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ଫରେନ୍‌ ଟ୍ରେଡ୍‌ର ଡିରେକ୍ଟୋରେଟ୍‌ ଜେନେରାଲ କହିଛନ୍ତି।

ଏହି କୋଡ୍‌ରେ ନିୟମ ରହିଛି ତ୍ରିରଙ୍ଗା କେବଳ ଖଦି ଏବଂ ଭିଲେଜ୍‌ ଇଣ୍ଡଷ୍ଟ୍ରୀଜ୍‌ କମିଶନ୍‌ ପ୍ରସ୍ତୁତ କରିବ। କିନ୍ତୁ ଏହା ବର୍ତ୍ତମାନ ପ୍ଲାଷ୍ଟିକ୍‌ ଏବଂ ଅନ୍ୟ ସାମଗ୍ରୀରେ ପ୍ରସ୍ତୁତ ହୋଇ ଉପଲବ୍ଧ ହେଉଛି। ଏଭଳି ପତାକା ଆମେ ସ୍କୁଲ ବାହାରେ ବା ଟ୍ରାଫିକ୍‌ରେ ବିକ୍ରି ହେଉଥିବା ଦେଖିବାକୁ ପାଉଛେ। ଏହା ଅନେକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଚାଇନା ଏବଂ ଅନ୍ୟ ଦେଶରୁ ପତାକା ଆମଦାନୀ ନ କରିବା ସପକ୍ଷରେ କହିଥିଲେ। ଏହାପରେ କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା ସମାନ ତର୍କ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story