ନୂଆଦିଲ୍ଲୀ: କେବଳ ଚାଇନା ଏଲ୍ଇଡି ଲାଇଟ୍ କିମ୍ବା ଗଣେଷ ଓ ଲକ୍ଷ୍ମୀ ମୂର୍ତ୍ତି ନୁହେଁ, ତ୍ରିରଙ୍ଗା ମଧ୍ୟ ବିଦେଶରୁ ଆସୁଛି। ଏଥିପାଇଁ ଦେଶର ବ୍ୟବସାୟୀମାନେ କ୍ଷତି ସହିବା ସହ ପତାକାର ସମ୍ମାନ ମଧ୍ୟ କ୍ଷୁଣ୍ଣ ହେଉଛି। ଏହା ଫ୍ଲାଗ୍ କୋଡ୍ର ଉଲ୍ଲଂଘନ ହୋଇଥିବାରୁ କେନ୍ଦ୍ର ସରକାର ଏପରି ଆମଦାନୀକୁ ନିଷିଦ୍ଧ ଘୋଷଣା କରିଛନ୍ତି।
ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ଫରେନ୍ ଟ୍ରେଡ୍ର ଡିରେକ୍ଟୋରେଟ୍ ଜେନେରାଲ କହିଛନ୍ତି।
ଏହି କୋଡ୍ରେ ନିୟମ ରହିଛି ତ୍ରିରଙ୍ଗା କେବଳ ଖଦି ଏବଂ ଭିଲେଜ୍ ଇଣ୍ଡଷ୍ଟ୍ରୀଜ୍ କମିଶନ୍ ପ୍ରସ୍ତୁତ କରିବ। କିନ୍ତୁ ଏହା ବର୍ତ୍ତମାନ ପ୍ଲାଷ୍ଟିକ୍ ଏବଂ ଅନ୍ୟ ସାମଗ୍ରୀରେ ପ୍ରସ୍ତୁତ ହୋଇ ଉପଲବ୍ଧ ହେଉଛି। ଏଭଳି ପତାକା ଆମେ ସ୍କୁଲ ବାହାରେ ବା ଟ୍ରାଫିକ୍ରେ ବିକ୍ରି ହେଉଥିବା ଦେଖିବାକୁ ପାଉଛେ। ଏହା ଅନେକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି।
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଚାଇନା ଏବଂ ଅନ୍ୟ ଦେଶରୁ ପତାକା ଆମଦାନୀ ନ କରିବା ସପକ୍ଷରେ କହିଥିଲେ। ଏହାପରେ କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା ସମାନ ତର୍କ ରଖିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଠାକୁର ଦର୍ଶନ ସାରି ଫେରୁଥିବା କାର୍କୁ ଧକ୍କା ଦେଲା ବସ୍, ୫ ମୃତ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି।
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।