କୋଟିଏ ଲାଞ୍ଚ ନେଇ ଜେଲ ଯିବା ପରେ ଆତ୍ମହତ୍ୟା କଲେ

ହାଇଦ୍ରାବାଦ: ଗୋଟିଏ କୋଟି ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ ଧରାପଡ଼ିଥିଲେ ସରକାରୀ ଅଧିକାରୀ। ଏହାପରେ ସେ ଜେଲରେ ଥିଲେ। ଏବେ ସେ ଜେଲ୍ ଭିତରେ ଆତ୍ମହତ୍ୟା କରିଛନ୍ତି। ମୃତ ଶରୀରକୁ ଓସମାନିଆ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏଭଳି ଘଟଣା ଘଟିଛି ତେଲଙ୍ଗାନାରେ। ଅଗଷ୍ଟ ମାସରେ ଏହି ପୂର୍ବତନ ସରକାରୀ ଅଧିକାରୀ ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଆତ୍ମହତ୍ୟା କରିଥିବା ସରକାରୀ ଅଧିକାରୀ ଜଣଙ୍କ ହେଲେ ଏରଭା ବାଲରାଜୁ ନାଗାର୍ଜୁ। ସେ […]

sucide

sucide

Subhransu Sekhar
  • Published: Wednesday, 14 October 2020
  • Updated: 14 October 2020, 03:21 PM IST

Sports

Latest News

ହାଇଦ୍ରାବାଦ: ଗୋଟିଏ କୋଟି ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ ଧରାପଡ଼ିଥିଲେ ସରକାରୀ ଅଧିକାରୀ। ଏହାପରେ ସେ ଜେଲରେ ଥିଲେ। ଏବେ ସେ ଜେଲ୍ ଭିତରେ ଆତ୍ମହତ୍ୟା କରିଛନ୍ତି। ମୃତ ଶରୀରକୁ ଓସମାନିଆ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏଭଳି ଘଟଣା ଘଟିଛି ତେଲଙ୍ଗାନାରେ। ଅଗଷ୍ଟ ମାସରେ ଏହି ପୂର୍ବତନ ସରକାରୀ ଅଧିକାରୀ ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

ଆତ୍ମହତ୍ୟା କରିଥିବା ସରକାରୀ ଅଧିକାରୀ ଜଣଙ୍କ ହେଲେ ଏରଭା ବାଲରାଜୁ ନାଗାର୍ଜୁ। ସେ କେଶରାରେ ତହସିଲଦାର ଥିଲେ। ଅଗଷ୍ଟ ୧୪ ତାରିଖରେ ଲାଞ୍ଚ ନେଉଥିବାବେଳେ ଆଣ୍ଟି କରୋପସନ ବ୍ୟୁରୋ ତାଙ୍କୁ ଗିରଫ୍ କରିଥିଲା।

କେଶରା ମଣ୍ଡଳ ବାହାରେ ଏକ ୧୯ ଏକର ବିବାଦୀୟ ଜମି ମାମଲାର ସମାଧାନ ପାଇଁ ତହସିଲଦାର ଭାବରେ ସେ ୨ କୋଟି ଦାବି କରିଥିଲେ। ଏସିବି ନାଗାର୍ଜୁଙ୍କ ସମେତ ଦୁଇ ରିୟଲ ଇଷ୍ଟେଟ କମ୍ପାନୀର ଅଧିକାରୀ ଏବଂ ଅନ୍ୟ ଜଣଙ୍କୁ କୋର୍ଟରେ ହାଜର କରିଥିଲା। ପରେ ବିଚାର ବିଭାଗୀୟ ହେପାଜତକୁ ନେଇଥିଲା ଏସିବି। ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରେ ଥିବା ବେଳେ ନାଗାର୍ଜୁ ଆତ୍ମହତ୍ୟା କରିଛନ୍ତି। ଏସିବି ତଦନ୍ତ କରିବା ବେଳେ ଏହି ପୂର୍ବତନ ସରକାରୀ ଅଧିକାରୀଙ୍କ ଘରୁ ନଗଦ ୩୬ ଲକ୍ଷ ଟଙ୍କା, ଅଧ କିଲୋ ସୁନା ଏବଂ କାଗଜପତ୍ର ଆଦି ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story