ଡିଜିଟାଲ ମିଡିଆ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ଦିନରେ ଡିଜିଟାଲ ଜର୍ଣ୍ଣାଲିଜିମକୁ ପ୍ରୋତ୍ସାହନ ଦେବେ। ଶୁକ୍ରବାର କେନ୍ଦ୍ର ସରାକରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। ଆଗାମୀ ଦିନରେ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) କାର୍ଡ ମଧ୍ୟ ଡିଜିଟାଲ ସାମ୍ୱାଦିକଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି। ଏମିତିକି ଆଗାମୀ ଦିନରେ ସରକାରୀ ସାମ୍ୱାଦିକ ସମ୍ମିଳନୀକୁ ସରକାରୀ ଭାବରେ ଆମନ୍ତ୍ରଣ ପାଇଁ ଅନୁମତି ମିଳିବା ସହିତ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ମିଳିବ […]

digital media

digital media

Subhransu Sekhar
  • Published: Friday, 16 October 2020
  • Updated: 16 October 2020, 09:58 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ଦିନରେ ଡିଜିଟାଲ ଜର୍ଣ୍ଣାଲିଜିମକୁ ପ୍ରୋତ୍ସାହନ ଦେବେ। ଶୁକ୍ରବାର କେନ୍ଦ୍ର ସରାକରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। ଆଗାମୀ ଦିନରେ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) କାର୍ଡ ମଧ୍ୟ ଡିଜିଟାଲ ସାମ୍ୱାଦିକଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି।

ଏମିତିକି ଆଗାମୀ ଦିନରେ ସରକାରୀ ସାମ୍ୱାଦିକ ସମ୍ମିଳନୀକୁ ସରକାରୀ ଭାବରେ ଆମନ୍ତ୍ରଣ ପାଇଁ ଅନୁମତି ମିଳିବା ସହିତ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ମିଳିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ଅର୍ଥାତ୍ ଇଲେକ୍ଟ୍ରୋନିକ୍ସ ମିଡିଆ ଏବଂ ଖବରକାଗଜ ଭଳି ସମସ୍ତ ସୁଯୋଗ ଡିଜିଟାଲ ମିଡିଆକୁ ମିଳିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story